ସମୀର ମହାନ୍ତିଙ୍କୁ ବିଜେପିର ନୂଆ ଦାୟିତ୍ୱ

ଭୁବନେଶ୍ୱେର: ବିଜେପିର ପ୍ରେସିଡେଣ୍ଟ ଜଗତ ପ୍ରକାଶ ନଡ୍ଡା ସମୀର ମହାନ୍ତିଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତ । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ନୂଆ ଦାୟିତ୍ୱ । ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଲେ ସମୀର । ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଲେ ଜେପି ନଡ୍ଡା । ସମୀର ମହାନ୍ତ ହୋଇଛନ୍ତି ବିଜେପି ଜାତୀୟ କାର୍ୟ୍ୟକାରିଣୀର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ।