5T ପ୍ରୋଗ୍ରାମକୁ ଯାଉଥିବା ବେଳେ ବସ  ଦୁର୍ଘଟଣା, ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ: ଢେଙ୍କାନାଳ ଠାରେ ହେଉଥିବା 5T ସଚିବଙ୍କ ପ୍ରୋଗ୍ରାମକୁ  ମଠକରଗୋଳା କଲେଜ ପିଲାଙ୍କୁ ନେଇ ଆସୁଥିବା  ବେଳେ ବସ  ଦୁର୍ଘଟଣା ଘଟିଛି  । ଏଥିରେ ବହୁ ଛାତ୍ର ଛାତ୍ରୀ ଆହତ ହେଇଛନ୍ତି ପିଲା ମାନେ ବର୍ତ୍ତମାନ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।