ମା ମହାଲଷ୍ମୀ ଉତ୍ସବ ପ୍ରସ୍ତୁତି ବୈଠକ

(ବିରୁପାକ୍ଷ ପ୍ରଧାନ): କଟକ ଜିଲ୍ଲାର ବଡମ୍ବା ବ୍ଲକ ଅନ୍ତର୍ଗତ ରତାପଟ ଗ୍ରାମରେ ୨ୟ ମହାଲଷ୍ମୀ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି କ୍ଷ ଉତ୍ସବ କମିଟି ସଭାପତି ଆଇନ୍ ଜୀବୀ ହରିହର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଇଛି କ୍ଷ ଏହି ବୈଠକରେ ବାଲିଝରି ଅଗ୍ନିଶମ କର୍ମଚାରୀ ଶ୍ୟାମସୁନ୍ଦର ଦାସ ପ୍ରମୁଖ ଯୋଗଦେଇଥିଲେ କ୍ଷ ମହାଲକ୍ଷ୍ମୀ ଉତ୍ସବ ପବିତ୍ର ମାଣବସା ଗୁରୁବାର ,ଆସନ୍ତା ୨୦ ତାରିଖରୁ ଆରମ୍ଭହୋଇ ୧୦ ଦିନ ଧରି ଚାଲିବ ବୋଲି ସ୍ଥିର କରାଯାଇଛି କ୍ଷ ବିଭିନ୍ନ ସାହି ତଥା ମୁଖ୍ୟଛକରେ ୧୫ରୁ ଉଦ୍ଧ ଗଜଲଷ୍ମୀ ପୂଜାମଣ୍ଡଵ କରାଯିବା କ୍ଷ ସହିତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ୩ଟି ଯାତ୍ରା ପାଟି ର ବ୍ୟବସ୍ତା କରାଯାଇଛି।