Browsing Tag

meeting

ରଥଯାତ୍ରାରେ ରଥ ଉପରେ ଚଢିବାକୁ ଏମାନଙ୍କୁ ମନା ।

ସୁରୁଖୁରୁରେ ପବିତ୍ର ରଥଯାତ୍ରା ସୁପରିଚାଳନା କରିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲାପାଳ ମନୋଜ ସତ୍ୟବାନ ମହଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଏସପି ରୋହିତ ବର୍ମା,ଅତିରିକ୍ତ…
Read More...

ରିତେଶ ଅଗ୍ରୱାଲ୍ ଙ୍କ ସହ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ସାକ୍ଷାତ

ବିଷମ କଟକ / ରବିନ୍ଦ୍ର କୁମାର ସାହୁ:  ରାୟଗଡ଼ା ଜିଲ୍ଲା ବିଷମ କଟକ ମାଟିରେ ଜନ୍ମିତ OYOକମ୍ପାନୀ ର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍ ଙ୍କ ସହ ବିଷମ କଟକ ବିଧାୟକ ଯଥା ଅନୁସୂଚିତ ଜନଜାତି ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଙ୍କ ଆଜି ସାକ୍ଷାତ ହୋଇଥିଲା। ଏହି ଅବସରରେ ମନ୍ତ୍ରି ସରକ।…
Read More...

ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ପାଳନ ହେବ ସ୍ବାଧୀନତା ଦିବସ

ଭୁବନେଶ୍ୱର: ଚଳିତ ବର୍ଷ ୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। I & PR ପକ୍ଷରୁ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ…
Read More...

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କଲେ ନବୀନ

ଭୁବନେଶ୍ୱର: ନବୀନ ନିବାସ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,…
Read More...

ପଞ୍ଚାନନଙ୍କ ବାସଭବନରେ ପୂର୍ବତନ କଂଗ୍ରେସ ନେତା

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ବାସଭବନରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଏବଂ ପୂର୍ବତନ କଂଗ୍ରେସ ବିଧାୟକ (କୋରାପୁଟ)କୃଷ୍ଣ ସଗରିଆଙ୍କ ମଧ୍ୟରେ ଆଲୋଚନା ହୋଇଛି। ୨୦୧୯ ରେ ଦଳବିରୋଧୀ କାର୍ୟ୍ୟ ପାଇଁ କୃଷ୍ଣ ସାଗରିଆ ଙ୍କୁ କଂଗ୍ରେସ ରୁ ବହିଷ୍କାର କରାଯାଇଥିଲା।…
Read More...

ଦିଲ୍ଲୀରେ କଂଗ୍ରେସର ଜରୁରୀ ବୈଠକ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ କଂଗ୍ରେସରେ ଦେଖାଦେଇଛି କମ୍ପନ । ଦିଲ୍ଲୀରେ ଜରୁରୀ ବୈଠକ ଡାକିଲା ଦଳ ।୨୦୧୯ରେ ଦେଇଥିବା ମୋଦି ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ରାହୁଲଙ୍କୁ ମହଙ୍ଗା ପଡିଛି । ଯାହାକୁ ନେଇ ଦିଲ୍ଲୀରେ ଜରୁରୀକାଳୀନ ବୈଠକ ଠାକିଛି…
Read More...

ନବୀନଙ୍କୁ ଶକ୍ତିଶାଳୀ ନେତା ବୋଲି ବିବେଚନା କଲେ ମମତା

ଭୁବନେଶ୍ୱର: ୨ ଦିନିଆ ଓଡିଶା ଗସ୍ତରେ ଆସି ପଶ୍ଚିମବଙ୍ଗ ଫେରିଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନବୀନ ନିବାସରେ ପହଞ୍ଚିବା ପରେ ମମତାଙ୍କୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କଲେ ନବୀନ । ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କ ଗୁରୁତ୍ୱପୂର୍ଣ୍ଣ ଭେଟଘାଟ ଏବଂ ମିଳିତ ବିବୃତି…
Read More...

କୋଭିଡ଼ ସମୀକ୍ଷା ନେଇ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ -୧୯ ର ସ୍ଥିତି ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତି ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକ କରୁଛନ୍ତି। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ,…
Read More...

ରାଇରଙ୍ଗପୁରରେ ଓଡିଶା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଶା ଦିବସ -୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...

ବରୁଣେଶ୍ୱର ମେଳା ବୈଠକ ଅନୁଷ୍ଠିତ; ଆରମ୍ଭ ହେବାକୁ ଯାଉଛି ଓଡିଶାର ବୃହତ ଗ୍ରାମୀଣ ମେଳା

ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବରୁଣେଶ୍ୱର ମେଳା । ଏହି ମେଳା ପବିତ୍ର ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ନଅ ଦିନ ଧରି ଚାଲିବ । ବରୁଣେଶ୍ୱର ମେଳା ହେଉଛି ଓଡିଶାର ବୃହତ ଗ୍ରାମୀଣ ମେଳା ମଧ୍ୟରେ ଅନ୍ୟତମ । ତେବେ ଚଳିତ ବର୍ଷର ଆୟୋଜନ ପାଇଁ ଶୈବକ୍ଷେତ୍ର ଆରେଇ ସ୍ଥିିତ ବାବା…
Read More...