ବାଲ୍ୟବିବାହ ମୁକ୍ତ ନିରାକରଣ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

(ସୋନପୁର / ଓମ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରେଆର ଦ୍ବାରା ଓ ଏସ୍ କେ ଏନ୍ ସହାୟତାରେ ସୋନପୁର ସହରରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ବାଲ୍ୟବିବାହ ନିରାକରଣ ବିଷୟରେ ଜିଲ୍ଲାର ଟେକ୍ନୋ ହାଉସ ମାଲିକ, ଜାତିର ମୁଖିଆ, ପୂଜକ, ବିଭିନ୍ନ ଅନୁଷ୍ଠାନର ତଥା ରେଆର୍ ର ସଭାପତି ଗୈ।ରିଶ୍ୟାମ ପଣ୍ଡା,ରାଜ୍ୟ ଶିକ୍ଷା ଅଧିକାରୀ ଘାସୀରାମ ପଣ୍ଡା ଓ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସେଠାରେ ଥିବା ଅତିଥି ମାନଙ୍କୁ ନିରାକରଣ ଓ ଜିଲ୍ଲାକୁ କେମିତି ଗ୍ରାମ ଗୁଡିକୁ ବାଲ୍ୟବିବାହ ମୁକ୍ତ କରାଯାଇ ପାରିବ ବୋଲି ବିଷୟରେ ଆଲୋଚନା କରିଥିଲେ।