(ରାଉରକେଲା) : ପମ୍ପଦେଉଥିବା ବେଳେ ଟାୟାର ଫାଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ବଣେଇ ନିକଟରେ ।
ସୂୁଚନା ଅନୁଯ୍ାୟୀ ରୋଲର ଟାୟାରରେ ପମ୍ପ ଦେଉଥିବା ବେଳେ ଟାୟାର ଫାଟିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଅନ୍ୟପଟେ ଆହତ ମାନଙ୍କୁ ବଣେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।