(ବ୍ରହ୍ମପୁର / ରଜନୀକକାନ୍ତ ପାତ୍ର) : ନିଜ ଶ୍ବଶୁର ଘରେ ରହିବାକୁ ଦାବି କରି ବ୍ରହ୍ମପୁର ସହରର ବ୍ରହ୍ମାନଗର ଯୁବତୀଙ୍କ ଧାରଣା ଷଷ୍ଠ ଦିନରେ ପହଞ୍ଚିଛି ।ସେପଟେ ନିଜ ବୋହୂର ପଞ୍ଚମ ଦିନର ଧାରଣା ପରେ ଷଷ୍ଟ ଦିନରେ ଧାରଣା ଦେଉଥିବା ଯୁବତୀ ଏଥସହିତ ବୋହୂ ପୂର୍ବରୁ ଅଭିଯୋଗ ଆଣି ତାଙ୍କ ପରିବାର ନାମରେ ଏତଲା ଦେଇଥିବା ବେଳେ ତାହା ବିଚାରଧିନ ରହିଥିଲା । ଆଜି ପୁଅ-ବୋହୂ ଛାଡପତ୍ର ମାମଲାରେ କୋର୍ଟ କେଶ ହୋଇଥିଲା । ଆଜି ବ୍ରହ୍ମପୁର ଝଊଔଗ କୋର୍ଟରେ ପହଞ୍ଚିଲେ ନବବଧୁ ହେଲେ ବୋହୂ ଜଣଙ୍କ ନିଜ ଘର ସମ୍ମୁଖରେ ଧାରଣା ରୁ ପୋଲିସ ସୁରକ୍ଷା ବଳରେ ସେ ପହଁଚି ଥିଲେ । ବ୍ରହ୍ମପୁର SDJM କୋର୍ଟ ଶୁଣିବାକୁ ମିଳୁଛି ଆଜି କøøଣସୀ ରାୟ ପ୍ରକାଶ କରାଯିବ ନାହିଁ । ଗୋଟିଏ ପଟେ ନ୍ୟାୟ ନମିଳିବା ପର୍ୟ୍ୟନ୍ତ ଧାରଣା ଦେବେ ବୋଲି ନବ ବଧୁ କହିଛନ୍ତି ଓ ସେ ଆସିବା ବେଳେ ସମାଜ କର୍ମୀ ପ୍ରମିଳାଙ୍କୁ ଧାରଣା ସ୍ଥଳରେ ଛାଡି ଆସିଛନ୍ତି