ବହୁ ଚର୍ଚ୍ଚିତ ପ୍ରିୟଙ୍କା ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ

(ଭୁବନେଶ୍ୱର) : ବହୁ ଚର୍ଚ୍ଚିତ ଭିମଟାଙ୍ଗୀ ପ୍ରିୟଙ୍କା ହତ୍ୟା ମାମଲାରେ ଚାର୍ଜସିଟି ଦାଖଲ କରିଛି କମିଶନରେଟ ପୁଲିସ । ୩୫୦ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି । ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ପ୍ରେମିକ ଜଗନ୍ନାଥ ନାଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ଚାର୍ଜସିଟ୍ ରେ ୫୧ ଜଣଙ୍କୁ ସାକ୍ଷୀ କରିଛି କମିଶନରେଟ୍ ପୋଲିସ । ୩୫୦ ପୃଷ୍ଠାର ଚାର୍ଜସିଟରେ ଜଗନ୍ନାଥ ପ୍ରଧାନ ହିଁ ଏକମାତ୍ର ଅଭିଯୁକ୍ତ ।