ଡଙ୍ଗା ଗୋଟାଇବାକୁ ଯାଇ ଦୁଇ ଭଉଣୀ ମୃତ ଓଡିଶା By Reporters Today Bureau On Nov 21, 2021 Share କେନ୍ଦ୍ରାପଡା : କେଦ୍ରାପଡା ସଦର ଥାନା ଜଅଁରା ବାରିମୂଳ ଗାଁରୁ ଆସିଛି ଦୁଃଖଦପୂର୍ଣ୍ଣ ଘଟଣା । ଡଙ୍ଗା ଗୋଟାଇବା ବେଳେ ପାଣିରେ ବୁଡି ଦୁଇ ଭଉଣୀଙ୍କ ସଳିଲ ସମାଧୀ । ଯୋରରୁ ଡଙ୍ଗା ଗୋଟାଇବା ବେଳେ ଘଟିଛି ଏହି ଅଘଟଣ । ଦୁଇ ଭଉଣୀଙ୍କ ବୟସ ଯଥାକ୍ରମେ ୩ ବର୍ଷ ଓ ଅନ୍ୟ ଜଣକର ୨ବର୍ଷ । BhubaneswarkendrapadaOdishareporterstodaysagar Share FacebookTwitterGoogle+ReddItWhatsAppPinterestEmail