ଘରୋଇ କଳିକୁ ନେଇ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା କରଲାମୁଣ୍ଡା ଛକଠାରେ । ଯୁବ

(ବଲାଙ୍ଗୀରି) : ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା କରଲାମୁଣ୍ଡା ଛକଠାରେ । ଯୁବକ ଜଣକ ସଇଁତଳା ବ୍ଲକ ଡୁଙ୍ଗୁରିପାଲି ପଂଚାୟତ ବାଡ଼ିପଡ଼ା ଗ୍ରାମର ଅଜିତ ରଣା (୨୪)ବୋଲି ଜଣା ପଡିଛି । ଖବର ପାଇ ପୋଲିସ ଓ ଜିଆରପି ଘଟଣାସ୍ଥାନ ରେ ପହଂଚି ତଦନ୍ତ କରୁଛି । ତେବେ ଘରୋଇ କଳିକୁ ନେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।