କରୋନା କଟକଣାକୁ ଫୁ, ଡିଜେ ଗାଡି ଜବତ

(ମମତା ସାମଲ)ରିପୋର୍ଟସଟୁଡେ: ରାଜ୍ୟରେ କରୋନା ମହାମାରୀ ପାଇଁ ୮ ମାସ ହେବ ଲକଡାଉନ ଓ ସଟଡାଉନ୍ ପରେ ଧିରେ ଧିରେ ସୁଧୁରୁଛି ଜୀବନ ପ୍ରଣାଳୀ । ଏଭଳି ସ୍ଥିତିରେ ଅନେକ କାର୍ୟ୍ୟରେ ରୋକ୍ ଲାଗିଛି । କିନ୍ତୁ ଅନୁଗୁଳ ଜିଲ୍ଲା ବରନାଳୀ ଗ୍ରାମରେ କାର୍ତ୍ତିକେଶ୍ୱର ପୂଜାରେ ଡିଜେ ବାଜା ବଜାଇ ଭସାଣି କରିବାବେଳେ ପୋଲିସ ଡିଜେ ଗାଡିକୁ ଜବତ କରି ଥାନାରେ ଅଟକ ରଖିଛି ।