ସୋସିଆଲ ମିଡିଆରେ ୟୁଜରଙ୍କୁ କଡା ଜବାବ ଦେଲେ ଅଭିନେତ୍ରୀ ମୁମୁନ୍ ଦତ୍ତା

ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଅଭିନେତ୍ରୀ ମୁମୁନ୍ ଦତ୍ତା ।

(ମୁମ୍ବାଇ) : ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଅଭିନେତ୍ରୀ ମୁମୁନ୍ ଦତ୍ତା । ସେ ପ୍ରାୟତଃ ତାଙ୍କର ଫଟୋ ଏବଂ ଭିଡିଓ ହୁଅନ୍ତି। କିନ୍ତୁ ସୋସିଆଲ ମିଡିଆରେ ତାଙ୍କୁ ଅତ୍ୟଧିକ ଖରାପ କମେଣ୍ଟ ମିଳିଛି । ଏହିପରି ଏକ ମାମଲା ସାମ୍ନାକୁ ସେୟାର କରନ୍ତି ।

ସୂଚନାନୁଯାୟୀ , ଏହି ଫଟୋକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଛନ୍ତି। କିନ୍ତୁ ଜଣେ ବ୍ୟକ୍ତି କମେଣ୍ଟ ଦେବାବେଳେ ନିଜର ସୀମା ଅତିକ୍ରମ କରିଯାଇଛନ୍ତି। ବ୍ୟକ୍ତି ଜଣଙ୍କ ଲେଖିଛନ୍ତି, ‘ଗୋଟିଏ ରାତି ପାଇଁ ତାଙ୍କର ମୂଲ୍ୟ କେତେ।’ ଯଦି ଅନ୍ୟ କୌଣସି ଅଭିନେତ୍ରୀ ହୋଇ ଥାଆନ୍ତେ, ତେବେ ସେ ଏହାକୁ ଅଣଦେଖା କରିଥାନ୍ତେ। କାରଣ ସାଧାରଣତଃ ୟୁଜର୍ସ ସେମାନଙ୍କର କମେଣ୍ଟ ସେକ୍ସନରେ ଏହି ପ୍ରକାରର ଖରାପ ବ୍ୟବହାର ଜାରି ରଖନ୍ତି।