ସମ୍ବଲପୁର (ରିପୋର୍ଟର୍ସ ଟୁଡେ) : ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝି ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା କୁଳପତି ନିଯୁକ୍ତ ହେଲେ ପ୍ରଫେସର ବଂଶୀଧର ମାଝି । ପ୍ରଫେସର ମାଝି ବର୍ତ୍ତମାନ ତାମିଲନାଡୁର କାଞ୍ଜିପୁରମର ଆଇଆଇଆଇଟିଡିଏମର ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଛନ୍ତି।