Browsing

Video

ପରୀକ୍ଷାର୍ଥୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ: ନିଟ୍ ସଂଯୋଜିକା

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନିଟ୍ ପରୀକ୍ଷା । ପରୀକ୍ଷା କେନ୍ଦ୍ରଗୁଡିକର ପୂର୍ବ ପ୍ରସ୍ତୁତିକୁ ନେଇ ସୂଚନା ଦେଇଛନ୍ତି ନିଟ୍ ରାଜ୍ୟ ସଂଯୋଜିକା ଶ୍ରୀମତି ପଲ୍ଲୀ ପଟ୍ଟନାୟକ । ପରିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ବନ୍ଦୋବସ୍ତ କରାଯିବା ନେଇ ସେ…
Read More...

ଗାଁ ଲୋକଙ୍କ ନିଦ ହଜାଇଛି ନାଗାବଳୀ ନଦୀ

(ମନୋଜ କୁମାର ସାହୁ/ରାୟଗଡା): ରାୟଗଡା ଜିଲ୍ଲା ଦେଇ ଆନ୍ଧ୍ରପ୍ରଦେଶକୁ ବୋହି ଯାଉଥିବା ନାଗାବଳୀ ନଦୀ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁଃଖ ପାଲଟିଛି । ବର୍ଷକୁ ବର୍ଷ ଏହି ନଦୀ କୂଳ ଖାଇବା ଯୋଗୁଁ ନଦୀ ପାଖ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି । ନଦୀ କୂଳରେ ଚାଷ କରୁଥିବା ଲୋକେ ମଧ୍ୟ…
Read More...

ପଶ୍ଚିମ ଓଡ଼ିଶାର ପର୍ବ ପୁଅ ଜିଉଁତିଆ ପାଳିତ

(ଓମପ୍ରକାଶ ମିଶ୍ର/ସୋନପୁର): ପଶ୍ଚିମ ଓଡ଼ିଶାର ନିଆରା ପର୍ବ ପୁଅ ଜିଉଁତିଆ । ମାଆ ପୁଅଙ୍କ ଅନାବିଳ ମମତା ଓ ସ୍ନେହର ପ୍ରତୀକ ଏହି ପର୍ବ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ମହିଳା ମାନେ ନିଜ ନିଜ ଘରେ ରହି ଦୁତୀବାହନଙ୍କୁ ରିତିନୀତି ଓ ପରମ୍ଫରାରେ…
Read More...

ଶ୍ରୀକ୍ଷେତ୍ରରେ ଆଜିଠାରୁ ପାର୍ବଣର ଷୋଡଶ ପୂଜା ଆରମ୍ଭ

(ଜୟନ୍ତ ସେଠୀ, ଗୋପ): ଆଜି ପବିତ୍ର ମୂଳାଷ୍ଟମୀ । ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡଶ ପୂଜା। କ୍ଷେତ୍ରାଧିଶ୍ୱରୀ ବିମଳା ପୀଠ ସହ ଶ୍ରୀକ୍ଷେତ୍ରରେ ଅନ୍ୟ ଦୈବୀପୀଠ ଗୁଡ଼ିକ ପାଇଁ ଶୋଳପୂଜା ଗଜପତିଙ୍କ ଶ୍ରୀନଅରରେ ଶେଷ ହୋଇଛି । ଆଜିଠାରୁ ଶ୍ରୀକ୍ଷେତ୍ରରେ ଦେବୀ…
Read More...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥନ ଲୋଡିଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଜେଡିୟୁ ପକ୍ଷରୁ…
Read More...

ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବୟାନ ରେକର୍ଡ କଲା ପୋଲିସ

(ଆଦର୍ଶ କୁମାର ରାଉତ/ଭୁବନେଶ୍ୱର): ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ପୀଡିତାଙ୍କ ମଆଙ୍କ ଅଭିଯୋଗ ଅନୁଯାୟୀ, ଏହି ଘଟଣାରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର କିଛି କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତ ଅଛନ୍ତି । ଅଭିଯୋଗ…
Read More...

ଝିଅ ପାଠପଢା ପାଇଁ ଗୋରୁ ବିକ୍ରୀ କଲେ ଅଭିଭାବକ

(ଦୀପକ ମିଶ୍ର/ଉଦଳା): କରୋନା କଟକଣା ଯୋଗୁଁ ଏବେ ସ୍କୁଲ, କଲେଜ ବନ୍ଦ ଥିବାବେଳେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅନଲାଇନରେ ଚାଲିଛି ପିଲାଙ୍କ ପାଠପଢା । ଗରିବ ଶ୍ରେଣୀର ଅନେକ ପରିବାର ଅନଲାଇନ ମାଧ୍ୟମରେ ପାଠପଢା ପାଇଁ ପିଲାଙ୍କୁ ସ୍ମାର୍ଟଫୋନଟିଏ ଯୋଗାଇପାରୁନଥିବା ବେଳେ ଆଉ କିଏ ଫୋନ କିଣିବା…
Read More...

ଡ୍ରଗ୍ସ ମାଫିଆଙ୍କ ସହ ଜଳେଶ୍ୱର ପୂର୍ବତନ ଆଇଆଇସିଙ୍କ ଲିଙ୍କ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି

(ଅଜିତ ସାହୁ/ଜଳେଶ୍ୱର): ଡ୍ରଗ୍ସ ମାଫିଆଙ୍କ ସହ ଜଳେଶ୍ୱର ଥାନା ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କ ଲିଙ୍କ ଥିବା ଘଟଣା ପଦାକୁ ଆସିବା ପରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟାଳୟକୁ ବଦଳି ପରେ କରାଯାଇଥିଲା ନିଲମ୍ବନ । ତା ପରେ ଘରେ ଭିଜିଲାନ୍ସ ଚଢାଉ ଓ ଏବେ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ…
Read More...

ସରକାରଙ୍କୁ ଅଭିଭାବକ ମହାସଂଘର ସହମତି ପତ୍ର

ଭୁବନେଶ୍ୱର: ଘରୋଇ ସ୍କୁଲରେ ଫି’ ଛାଡ ପ୍ରସଙ୍ଗ । ଅଭିଭାବକ ମହାସଂଘ, ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷର ମହାସଂଘର ସହମତି ପତ୍ର ଆଜି ସରକାରଙ୍କୁ ଦିଆଯାଇଛି । ଅଭିଭାବକ, ସ୍କୁଲମାନଙ୍କ ସୁହାଇଲା ଭଳି ଓ ଶିକ୍ଷକମାନେ କିପରି ଦରମା ପାଇବେ ସେନେଇ ଏକ ଆପୋସ ବୁଝାମଣା ହୋଇଛି ବୋଲି କହିଛନ୍ତି ଓଡିଶା…
Read More...

ବନ୍ୟା ଧୋଇଦେଲା ବର୍ଷକର ଚାଷ

(ଜୟନ୍ତ କୁମାର ସେଠୀ/ଗୋପ): ଧନୁଆ ଓ ଭାର୍ଗବୀ ନଦୀର ବନ୍ୟା ଜଳ ପୁରୀ ଜିଲ୍ଲାରେ ଉଜାଡି ଦେଇଛି ଶହ ଶହ ହେକ୍ଟର ଧାନ ଫସଲ । ଚାଷ ଜମିରେ ପାଣି ଲହରୀ ଭାଙ୍ଗୁଥିବା ବେଳେ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକର ଗଣେଶ୍ୱର ପୁର, ଡଭାର, ଗୁନିଆ, ଗଡଦଳି, ଓଲଣ୍ଡି, ସନ୍ତରସ, ଆଳେଇ, ରାହାଁଗରଡା, ଖଣ୍ଡାସାହି,…
Read More...