ପୁରୁଣା ଟିଭିର ଯନ୍ତ୍ରାଂଶକୁ ନେଇ ପ୍ରଚାର ହେଉଛି ଗୁଜବ
(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକରେ ଏବେ କିଛି ଯୁବକ ରାତାରାତି କୋଟିପତି ହେବା ନିଶାରେ ଏକ ଗୁଜବ ପ୍ରଚାର କରୁଛନ୍ତି । ତାହା ହେଉଛି- ଯଦି ଆପଣଙ୍କ ପାଖରେ ପୁରୁଣା ରେଡିଓ, ଫୋନ ବା ନବେ ଦଶକର ଟିଭି ଅଛି ତେବେ ତା ବଦଳରେ ଆପଣଙ୍କୁ ମିଳିବ ଲକ୍ଷାଧିକ ଟଙ୍କା ।…
Read More...
Read More...