ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ
(ଦିଲ୍ଲୀପ ସାହୁ/ ଜଗତସିଂପୁର): ଯୌତୁକ ପାଇଁ ମହିଳାଙ୍କୁ ପିଟିପଟି ମାରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ଏନେଇ ଏରସମା ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ ମହିଳା ଜଣକ ହେଲେ ବାଘାଡି…
Read More...
Read More...