Browsing

Video

ରଙ୍ଗିନ ଆଲୋକରେ ଝଲସୁଛି କୋଣାର୍କ ଉତ୍ସବ

(ଜୟନ୍ତ କୁମାର ସେଠୀ / ପୁରୀ): ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ଉତ୍ସବ ୨୦୨୦ ଓ ଆର୍ନ୍ତାଜାତିକ ବାଲୁକା ମହୋତ୍ସବ । ଏଥି ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବା ବେଳେ ସଂଧ୍ୟା ସମୟରେ ରଙ୍ଗିନ ଆଲୋକରେ ଝଲସିଲାଣି କୋଣାର୍କ । ବିଶେଷକରି କୋଣାର୍କ ଏନଏସିର ବିଭିନ୍ନ ଜନଗହଳି…
Read More...

ମୁଖ୍ୟମନ୍ତ୍ରୀ ଷଡଯନ୍ତ୍ର ପଛର ମାଷ୍ଟର ମାଇଣ୍ଡ!

ଭୁବନେଶ୍ୱର/ଶିଳାସ୍ମିତା ରାୟ: ମୁହଁ ଖୋଲିଲେ ମଲ । ଆଗରୁ ଶୁଣାଯାଉଥିଲା । ଏବେ ଦେଖିଲେ । ଗୋପାଳପୁର ବିଧାୟକ ପ୍ରଦୀନ ପାଣିଗ୍ରାହୀ ମୁହଁ ଖୋଲି ଦଳରୁ ଗଳାଧାକା ଖାଇଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଶ୍ୱସନୀୟତା ପ୍ରତିପାଦନ ତାଙ୍କ ପାଇଁ ମହଙ୍ଗା ହୋଇଛି । ତେବେ କାହିଁକି ଓ କିପରି? ଏହା ଏବେ…
Read More...

ଧାନ ମଣ୍ଡି ଉଦଘାଟନ କଲେ ବିଧାୟକ ସଦାଶିବ ପ୍ରଧାନୀ

(ଟୁକୁନା ଖରା / ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମ୍ମା ସମବାୟ ସମିତି ଠାରେ ଖରିଫ ଋତୁ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନ ମଣ୍ଡିକୁ ଶୁଭ ଉଦଘାଟନ କରିଥିଲେ। ୮ ଟି ପଂଚାୟତକୁ ନେଇ…
Read More...

ଡଙ୍ଗା ପୂଜନ ଉତ୍ସବ ଅନୁଷ୍ଠିତ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ମହାନଦୀର ଲଙ୍କେଶ୍ୱରୀ ଘାଟରେ ପାରମ୍ପାରିକ ଡଙ୍ଗା ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉତ୍କଳୀୟ ନୌବାଣିଜ୍ୟର ସଜଳ ସ୍ମୃତିରେ ଆୟୋଜିତ ଉତ୍ସବରେ ଘାଟରେ ଥିବା ଡଙ୍ଗାଗୁଡିକୁ ପୂଜା କରାଯାଇଥିଲା । ସୁବର୍ଣ୍ଣପୁର ନାବିକ କଲ୍ୟାଣ ସମିତି ପକ୍ଷରୁ ଆୟୋଜିତ ଏହି…
Read More...

ଦିବ୍ୟାଙ୍ଗ ରଜତଙ୍କ ପରିବାରକୁ ଆତତାୟୀମାନଙ୍କ ମାରଣାତ୍ମକ ଆକ୍ରମଣ

(ଓମ୍ ପ୍ରକାଶ ମିଶ୍ର /ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକର ଝାରତରଭା ଗ୍ରାମର ଦିବ୍ୟାଙ୍ଗ ରଜତ ନାଏକ ଓ ତାଙ୍କର ପତ୍ନୀ ରିତା ନାଏକଙ୍କୁ ଆତତାୟୀ ମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏନେଇ ପରିବାର ପକ୍ଷରୁ ତରଭା ଥାନାରେ ଏତଲା ଦିଆଯାଇଛି । ଗତ ତିନି ତାରିଖରୁ ଆଜି ପର୍ୟ୍ୟନ୍ତ…
Read More...

ଆଇଓସିଏଲରେ ବଢୁଛି ଶ୍ରମିକ ଅଶାନ୍ତି

(ପ୍ରଶାନ୍ତ କୁମାର ସ୍ଵାଇଁ /ପାରାଦ୍ବୀପ )- ପାରାଦ୍ବୀପ ତୈଳ ବିଶୋଧନାଗାର ଆଇଓସିଏଲରେ ବଢୁଛି ଶ୍ରମିକ ଅଶାନ୍ତି। ଆଇଓସିଏଲ କର୍ତୃପକ୍ଷଙ୍କ ମନମୁଖୀ କାର୍ୟ୍ୟ ଯୋଗୁଁ ଶ୍ରମିକମାନେ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଆନ୍ଦୋଳନ ସମୟରେ ଆଇଓସିଏଲ କର୍ତୃପକ୍ଷ ଦେଉଥିବା ଲିଖିତ…
Read More...

କାର୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଳିତ

(ଅଜିତ ସାହୁ / ସତ୍ୟ ନାରାୟଣ ପାଲ ): ଆଜି ହେଉଛ ପବିତ୍ର କାର୍ତିକ ପୂର୍ଣ୍ଣିମା । ଏହା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ଜଣା ଶୁଣା। ଏହି ଅବସରରେ ବାଲେଶ୍ୱର ଜିଲ୍ଳାର ବସ୍ତା,ଭୋଗରାଇ, ବାଲିଆପାଳ, ଜଳେଶ୍ୱରରେ କାର୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଯାଇଛି। କରୋନା କଟକଣା ଓ…
Read More...

ଡାକ୍ତର ଭାଗିରଥି ମୁର୍ମୁଙ୍କ ମୃତ୍ୟୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ଦାୟୀ

(ଅଜିତ ସାହୁ / ଜଳେଶ୍ୱର): ଡାକ୍ତର ଭାଗିରଥି ମୁର୍ମୁଙ୍କ ମୃତ୍ୟୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ଦାୟୀ ବୋଲି ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ ସଂଘ। ଏନେଇ ବାଲିଆପାଳ ଡାକ ବଙ୍ଗଳାରେ ପ୍ରେସମିଟ କରି ଭିତିରି ଗୁମର ଖୋଲିଛି ବାଲିଆପାଳ ସୂଚନା ଅଧିକାର କର୍ମୀ ସଂଘ। ଡାକ୍ତର ଶ୍ରୀଯୁକ୍ତ ମୁର୍ମୁ…
Read More...

ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଗିରଫ ଦାବି କଲା କଂଗ୍ରେସ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାମରେ ଦୁର୍ନୀତି ଅଭିଯୋଗ ।ଅଭିଯୋଗ କଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଗିରଫ ଦାବିରେ ଶୋଭାଯାତ୍ରା କରିବା ସହ ମାଲକାନଗିରି ଭିଜିଲାନ୍ସ…
Read More...

ବୋଇତ ଭସାଣ ଉପରେ କଟକଣା

(ଜୟନ୍ତ କୁମାର ସେଠୀ / ପୁରୀ): କରୋନା କଟକଣାରେ ଫିକା ପଡିଲା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି କୋଣାର୍କ ଚନ୍ଦ୍ରଭାଗାରେ ବୋଇତ ବନ୍ଦଣା କରାଯାଇନଥିଲା । କରୋନା ମହାମାରୀ ପରିସ୍ଥିତିକୁ ଆଖି ଆଗରେ ରଖି ସମୁଦ୍ର ତଟ , ତୀର୍ଥ ପୁଷ୍କରିଣୀରେ…
Read More...