କାକଟପୁର (ଆର୍ଯ୍ୟ ବିଶ୍ୱାଳ) : କାକଟପୁର ବ୍ଲକ ଆଜମପୁରରେ ସୋସିଆଲ ମିଡ଼ିଆ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ I ଗାଁ ଜଙ୍ଗଲରେ ବୁଲୁଛି ହେଟା ବାଘ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକ ଭୟଭୀତ ଅଛନ୍ତି I ଜଙ୍ଗଲ ବିଭାଗ କହିବା କଥା ଏହା ଏକ ପ୍ରକାର ଜଙ୍ଗଲ ବିରାଡ଼ି I ଯାହା ସମ୍ପୂର୍ଣ୍ଣ ହେଟା ବାଘ ଭଳି, ତାକୁ ଧରିବାକୁ ଜଙ୍ଗଲ ବିଭାଗର ପ୍ରୟାସ ଜାରି ରହିଛି I