ଭୁବନେଶ୍ୱର; ଗୃହ ଆରମ୍ଭରୁ ହଟ୍ଟଗୋଳ । ଆଜି ବି ଚାଲିପାରିଲାନି ଗୃହ । ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡିର ହୋହାଲ୍ଲା । ସେପ୍ଣଙ୍କ ଇଡି ପ୍ରସଙ୍ଗରେ ଗୃହ କମ୍ପାଇଲା କଂଗ୍ରେସ । ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ହୋହଲ୍ଲା । ଗୃହକୁ ଅପରାହ୍ନ ୪ ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ।