ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ

ଭୁବନେଶ୍ୱର;(ହରପ୍ରସାଦ ବିଷୋୟୀ)’-ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଉଠାଇଲେ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ।  ୨୫ ଲକ୍ଷ ଭୂତ କାର୍ଡ ନେଇ ଉଠାଇଲେ ପ୍ରଶ୍ନ ।  ଯୋଗାଣ ମନ୍ତ୍ରୀ କହିଥିଲେ ,  ୬ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଥିଲେ,  ତାଙ୍କୁ ସାମିଲ କରିବେ କି ? ଯଦି ୨୫ ଲକ୍ଷ ଭୂତ କାର୍ଡ ତାହାଲେ ସେଗୁଡିକ ର ଆଧାର ଲିଙ୍କ ହୋଇଛି କି? ଯଦି ହୋଇଛି ତାହା ସ୍ପଷ୍ଟ କରନ୍ତୁ ।  କାରଣ ଆଧାର କାର୍ଡ ଉପରେ ପ୍ରଶ୍ନ ଉଠୁଛି। ଯୋଗାଣ ମନ୍ତ୍ରୀଙ୍କୁ ଗୃହରେ ପ୍ରଶ୍ନ କଲେ ବିଜେଡି ବିଧାୟକ ପ୍ରତାପ ଦେବ ।