Browsing Tag

Dhenkanal

ଅଜଣା ଜନ୍ତୁ ଆତଙ୍କରେ ସହରବାସୀ

ବ୍ୟୁରୋ : ଢେଙ୍କାନାଳରେ ଅଜଣା ଜନ୍ତୁ ଆତଙ୍କରେ ୩ ଆହାତ । ପୂର୍ବରୁ ଏହି ଅଜଣା ଜନ୍ତୁ ଆକ୍ରମଣ ଗାଁରେ ହେଉଥିବା ବେଳେ ଏବେ ଏହି ଅଜଣା ଜନ୍ତୁ ସହର ମୁହାଁ ହୋଇଛି । ଦିନକ ତଳେ ଏହି ଅଜଣା ଜନ୍ତୁ ଆକ୍ରମଣ ସହରର ଲକ୍ଷ୍ମୀବଜାର ଅଞ୍ଚଳରେ ହୋଇଥିଲା । ଏହାର ଆକ୍ରମଣରେ ସହରର ତିନି ଜଣ ଆହାତ ଅଛନ୍ତି…
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ : ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କଲା ହିନ୍ଦୋଳ ପୋଲିସ | ମହିଳାଙ୍କ ସ୍ୱାମୀ ଏବଂ ଶଶୁରଙ୍କୁ ପୋଲିସର ଅଟକ | ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କାନ୍ତାମିଲା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା | ମୃତ ମହିଳା ହେଲେ ଶ୍ରାବଣୀ ସାହୁ |…
Read More...

ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ୍ ବ୍ରିଜ ତଳକୁ ଖସିଲା ବସ୍, ୨ ମହିଳା ମୃତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ୍ ବ୍ରିଜ ତଳକୁ ଖସିଲା ବସ୍ । ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହାପରେ ବସରେ ଥିବା ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ…
Read More...

ବନ୍ଧୁକ ଖଣ୍ଡା ଦେଖାଇ ଜନ ସେବା କେନ୍ଦ୍ର ଏଜେଣ୍ଟଙ୍କ ଠାରୁ ୮୦ ହଜାର ଲୁଟିଲେ ଦୁର୍ବୁତ୍ତ

ଢେଙ୍କାନାଳ : ଦିନ ଦିପହରେ ବନ୍ଧୁକ ଓ ଖଣ୍ଡା ଦେଖାଇ ଜନସେବା କେନ୍ଦ୍ର ଏଜେଣ୍ଟଙ୍କ ଠାରୁ ୮୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଧୂବାବାହାଳୀ -ଶ୍ରୀମୁଳା ପୂର୍ତ୍ତ ବିଭାଗ ରାସ୍ତାରେ ଜନ ସେବା କେନ୍ଦ୍ର ଏଜେଣ୍ଟ ଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ…
Read More...

ଢେଙ୍କାନାଳ ଅବକାରୀ ବିଭାଗର ବଡ଼ ଧରଣର ରେଡ, ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି

ଢେଙ୍କାନାଳ : ଅବକାରୀ ବିଭାଗର ବଡ଼ ଧରଣର ରେଡ୍ । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ମାଝୀଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି| ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଭୁବନରେ | ଅବକାରୀ ଅଧ୍ୟକ୍ଷକ ତତ୍ୱାବଧ୍ୟାନରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲେ…
Read More...

ଛଡା ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ କଲଦା ଗ୍ରାମରେ ଆଜି ଭୋର ଏକ ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ହେଉଛନ୍ତି ସେହି ଗ୍ରାମର ରମେଶ ଚନ୍ଦ୍ର ସାହୁ ବୋଲି ସୂଚନା ମିଳିଛି । ତେବେ ସୂଚନା…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳୁନି ଔଷଧ, ରୋଗୀ ହନ୍ତସନ୍ତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ଗ୍ରାମାଞ୍ଚଳରୁ ଲୋକମାନେ ନିଜର ରୋଗ ଭଲ ହେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି ।  ମାତ୍ର କଛି ମାସ ହେଲା ରୋଗୀ ମାନଙ୍କୁ ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ…
Read More...

ଛାତରୁ ଡେଇଁ ଫାୟାରମ୍ୟାନ୍‌ଙ୍କ ମୃତ୍ୟୁ

ଢେଙ୍କାନାଳ : କ୍ୟାରମ ଖେଳୁଥିବା ବେଳେ ହଠାତ୍‌ ଉଠି ପଳାଇଲେ ଫାୟାରମ୍ୟାନ୍‌ । ଏହାପରେ କେହି କିଛି ଭାବିବା ପୂର୍ବରୁ ଛାତକୁ ଯାଇ ଡେଇଁ ପଡ଼ିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଖଣାଳ ଜିଲ୍ଲାରେ। ମୃତକ ଜଣକ ହେଉଛନ୍ତି ଜୟନ୍ତ ଧାରୁଆ । ସୂଚନାମୁତାବକ , ଜୟନ୍ତ ପ୍ରାୟ ଦେଢ ବର୍ଷ ହେବ ଗଁନ୍ଦିଆ…
Read More...

ଟ୍ରେନ୍‌ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଟ୍ରେନ ଲାଇନରୁ ମିଳିଲା ଯୁବକଙ୍କ ମୃତ ଦେହ । ଏ ଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଶ୍ୟାମାଚ଼ରଣପୁର ରେଳଷ୍ଟେସନ ନିକଟ ଟ୍ରେନ ଲାଇନ୍‌ରେ । ମୃତ ଯୁବକ ହେଲେ ଠାକୁରପାଳ ଗାଁର ବିଶ୍ୱଜିତ ପାଣିଗ୍ରାହୀ । ବିଶ୍ୱଜିତ୍‌କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି…
Read More...

ଭିଜିଲାନ୍ସ ପଞ୍ଝାରେ କଲେଜ କିରାଣି ଉତ୍ତମ ରାଉତ

ଢେଙ୍କାନାଳ: ଭିଜିଲାନ୍ସ ପଞ୍ଝାରେ କଲେଜ କିରାଣି । ଏ ଘଟଣା ଘଟିଛି ଢେଙ୍କନାଳ ଆଇନ ମହାବିଦ୍ୟାଳୟରେ । ଏହି ମହାବିଦ୍ୟାଳୟର ଉତ୍ତମ ରାଉତ ନାମକ ଜଣେ କିରାଣୀ ଲ’ ସାର୍ଟିଫିକେଟ କରାଇ ଦେବା ନାହଁରେ ନେଉଥିଲା ଟଙ୍କା । ମାସୁଦ ହୁସେନ ନାମକ ଯୁବକଙ୍କ ଠାରୁ ଉତ୍ତମ ୮ ହଜାର ୫୦୦ ଟଙ୍କା ଲାଞ୍ଚ…
Read More...