Browsing Tag

Dhenkanal

ଯୁବଶକ୍ତି ସମର୍ପିତ ଓଡି଼ଶା ଆନୁକୂଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିର

ଢେଙ୍କାନାଳ: ଡେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ବରିହାପୁର ଉତ୍ତ ପ୍ରାଥମିକ ବିଦ୍ୟାଳୟରେ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁବଶକ୍ତି ସମର୍ପିତ ଓଡି଼ଶା ସଂଗଠନ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା । ଢେଙ୍କାନାଳ ହସ୍ପିଟାଲରେ ଘଟିଛି ଘଟଣା । ହସ୍ପିଟାଲରେ ବେଡ୍‌ ନମିଳିବାରୁ ରୋଗୀଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ଢେଙ୍କାନାଳ ହସ୍ପିଟାଲ ଚାରି ମହଲା ଉପରୁ ରୋଗୀ ଜଣକ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଉଛନ୍ତି…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତ୍ରିରଙ୍ଗା ପଦଯାତ୍ରା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନରେ ତ୍ରିରଙ୍ଗା ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ। ବିଶ୍ବର ସର୍ବ କନିଷ୍ଠ ଶହୀଦ ବୀର ବାଜି ରାଉତଙ୍କ ଗାଁରେ ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରି ଭୁବନ ସ୍ଥିତ କାଳୀବଜାରରୁ ସହିଦ ବୀର ବାଜିରାଉତଙ୍କ ଜନ୍ମମାଟିକୁ…
Read More...

୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ

ଢେଙ୍କାନାଳ: ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ। ଓ କ୍ରିୟାନୁଷ୍ଠାନ କମିଟି । ୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଥିବାରୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଏହି…
Read More...

ଜେଲ ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର

ପାଲଲହଡା: ଜେଲ ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ବଡ଼ଭାଇକୁ ମରଣାନ୍ତକ ଆକ୍ରମଣ କରି ସାନ ଭାଇ ବସନ୍ତ ମହାକୁଳ ଗତ ମାର୍ଚ୍ଚ ୩୧ ତାରିଖରେ ପାଲଲହଡା ପୋଲିସ ଦ୍ୱାରା ଗିରଫ ହୋଇ ବିଚାରଧୀନ କଏଦୀ ଭାବରେ ପାଲଲହଡା ଉପକାରାଗାରରେ ରହିଥିଲା। ଠିକ…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ନିମାପଡ଼ା ସବଡିଭିଜନର ସହକାରୀ ଆରଡି ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।ଭୁବନେଶ୍ବରସ୍ଥିତ ବାସଭବନ, ଢେଙ୍କାନାଳରେ ଥିବା ପୈତୃକ ଘର ସମେତ ଏକକାଳୀନ…
Read More...

ବିଇଓଙ୍କ ଚିଠିରେ ବ୍ୟାକରଣଗତ ତ୍ରୁଟି

କଙ୍କଡାହାଡ: ସ୍କୁଲକୁ ସାମ୍ବାଦିକ ଓ କ୍ୟାମରାମ୍ୟାନଙ୍କୁ ବାରଣ ସମ୍ପର୍କିତ ବିଇଓଙ୍କ ଚିଠିରେ ଇଂରାଜୀ ବନାନ ଓ ବ୍ୟାକରଣରେ ବ୍ୟାପକ ଭୁଲଥିବା ଜଣାପଡିଛି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଶିକ୍ଷାଧିକାରୀଙ୍କ ଚିଠିରେ ବ୍ୟାପକ ଭଲ ହୋଇଥିବା ଜଣାପଡିବା ପରେ ଚାରିଆଡୁ ସମାଲୋଚନା…
Read More...

ଏଣିକି ସ୍କୁଲ ଭିତରକୁ ଯାଇପାରିବନି କ୍ୟାମେରା

ଭୁବନେଶ୍ୱର : ଏଣିକି ସ୍କୁଲ ଭିତରକୁ ଯାଇପାରିବନି କ୍ୟାମେରା । ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍‌ ଭିତରେ ପଶି ପିଲାମାନଙ୍କୁ କୌଣସି ପ୍ରଶ୍ନ ପଚାରି ପରିବେନି ଗଣମାଧ୍ୟମ ପ୍ରତିନିଧି। ଏ ନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ପ୍ରବେଶ କରିବାକୁ ପ୍ରୟାସ କରନ୍ତି ତାହେଲେ…
Read More...

ହାତୀ ଉପଦ୍ରଵ : ଜଣେ ବୃଦ୍ଧ ମୃତ 

(ଢେଙ୍କାନାଳ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏହି କ୍ରମରେ ଢେଙ୍କାନାଳ ବନଖଣ୍ଡରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀଟି ରାଗରେ ଜଣେ ବୃଦ୍ଧଙ୍କୁ କଚାଡ଼ି ଦେଇଛି । ଫଳରେ  ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ହିନ୍ଦୋଳ ବନାଞ୍ଚଳର ବମ୍ପା…
Read More...

ଅଙ୍ଗନୱାଡ଼ି ଦିଦିଙ୍କ ନାମରେ ମନରେଗା ଦୁର୍ନୀତି ମାମଲା

ଢେଙ୍କାନାଳ : ବଢ଼ିବାରେ ଲାଗିଛି ମନରେଗା ଦୁର୍ନୀତି ମାମଲା । କେଉଁଠି ମେସିନରେ ମନରେଗା କାର୍ଯ୍ୟ ହେଉଛି ତ କେଉଁଠି ଅସଲି ହିତାଧିକାରୀ ନହୋଇ ଆକାଉଣ୍ଟକୁ ଆସୁଛି ତାଙ୍କ । ତେବେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ୍…
Read More...