Browsing Tag

Dhenkanal

କଲବଲ କରୁଛି କାଦୁଅ ପଚପଚ ରାସ୍ତା

ଢେଙ୍କାନାଳ-: ଦେଶ ସ୍ୱାଧୀନତା ହେବାର ୭୮ବର୍ଷ ପରେ ମଧ୍ୟ ଏବେବି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ଗ୍ରାମକୁ ସ୍ଥାୟୀ ରାସ୍ତା ପାଲଟିଛି ଦିବାସ୍ବପ୍ନ ଅପହଞ୍ଚ ଅପାନ୍ତର ଅଞ୍ଚଳ ସାଜିଛି ଅନେକ ଗୁଡିଏ ଗ୍ରାମ। ନିର୍ବାଚନବେଳେ ମାଲମାଳ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇ ନେବାପରେ…
Read More...

ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା

ଢେଙ୍କାନାଳ -: ଢେଙ୍କାନାଳ କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା । ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ଉଦାସାହି ଗାଁର ସଞ୍ଜୟ ଚାତାର ଶ୍ବଶୁର ଘର କଣ୍ଟାପାଳରେ ରହି ଶ୍ରମିକ ଭାବେ କାମ କରୁଥିଲେ ।…
Read More...

ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କୃଷ୍ଣା ନାୟକ

ଢେଙ୍କାନାଳ-: ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କୃଷ୍ଣା ନାୟକ । ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ  ଢେଙ୍କାନାଳ ମହାବୀର ବଜାରସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ଏକକାଳୀନ ୬ଟି…
Read More...

କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ ହଣ୍ଡକୁ ଏନକାଉଣ୍ଟର କରିଛି ପୋଲିସ

ଢେଙ୍କାନାଳ-: ଚୋରି, ରାହାଜାନି, ଡକାୟତି ସହିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା କାମାକ୍ଷାନଗର ‘କିଙ୍ଗ୍ ଅଫ୍ ଫରେଷ୍ଟ୍’ ଗ୍ୟାଙ୍ଗର କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ୍ ହଣ୍ଡକୁ ଆଜି ପୁଲିସ ଏନ୍‌କାଉଣ୍ଟର୍ କରିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର କଇଁଆଗଡ଼ାଣି…
Read More...

ବୃଦ୍ଧ ବୟସରେ ଥାନାର ଦ୍ୱାରସ୍ଥ

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ । ଗ୍ରାମର ୮୫ବର୍ଷର ଚକ୍ରଧର ପୁହାଣ ଓ ତାଙ୍କ ୭୫ ବର୍ଷିୟ ସ୍ତ୍ରୀ ଯଶୋଦା ପୁହାଣ । ୨ ପୁଅ ଓ ଜଣେ ଝିଅରେ ତାଙ୍କର ଥିଲା ସୁନାର ସଂସାର । ସାମସ୍ତଙ୍କର ବାହାଘର ସାରିଦେଇ ମୁଣ୍ଡରୁୁ…
Read More...

ପିଶାଚ ସ୍ୱାମୀର ବର୍ବର କାଣ୍ଡ: ଅର୍ଦ୍ଧ ରାତ୍ରୀରେ ପିଟିପିଟି ସ୍ତ୍ରୀ କୁ କଲା ହତ୍ୟା

ଢେଙ୍କାନାଳ : ପିଶାଚ ସ୍ୱାମୀର ବର୍ବର କାଣ୍ଡ । ଅର୍ଦ୍ଧ ରାତ୍ରୀରେ ପିଟିପିଟି ସ୍ତ୍ରୀ କୁ କଲା ହତ୍ୟା। ହଁ ଆଜ୍ଞା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ବାଘୁଆ ସାହିରେ। ଏକ ଅଭାବନିୟ ଘଟଣାକ୍ରମେ ଦୁଆରି…
Read More...

ଅଜଣା ଜନ୍ତୁ ଆତଙ୍କରେ ସହରବାସୀ

ବ୍ୟୁରୋ : ଢେଙ୍କାନାଳରେ ଅଜଣା ଜନ୍ତୁ ଆତଙ୍କରେ ୩ ଆହାତ । ପୂର୍ବରୁ ଏହି ଅଜଣା ଜନ୍ତୁ ଆକ୍ରମଣ ଗାଁରେ ହେଉଥିବା ବେଳେ ଏବେ ଏହି ଅଜଣା ଜନ୍ତୁ ସହର ମୁହାଁ ହୋଇଛି । ଦିନକ ତଳେ ଏହି ଅଜଣା ଜନ୍ତୁ ଆକ୍ରମଣ ସହରର ଲକ୍ଷ୍ମୀବଜାର ଅଞ୍ଚଳରେ ହୋଇଥିଲା । ଏହାର ଆକ୍ରମଣରେ ସହରର ତିନି ଜଣ ଆହାତ ଅଛନ୍ତି…
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ : ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କଲା ହିନ୍ଦୋଳ ପୋଲିସ | ମହିଳାଙ୍କ ସ୍ୱାମୀ ଏବଂ ଶଶୁରଙ୍କୁ ପୋଲିସର ଅଟକ | ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କାନ୍ତାମିଲା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା | ମୃତ ମହିଳା ହେଲେ ଶ୍ରାବଣୀ ସାହୁ |…
Read More...

ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ୍ ବ୍ରିଜ ତଳକୁ ଖସିଲା ବସ୍, ୨ ମହିଳା ମୃତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ୍ ବ୍ରିଜ ତଳକୁ ଖସିଲା ବସ୍ । ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହାପରେ ବସରେ ଥିବା ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ…
Read More...

ବନ୍ଧୁକ ଖଣ୍ଡା ଦେଖାଇ ଜନ ସେବା କେନ୍ଦ୍ର ଏଜେଣ୍ଟଙ୍କ ଠାରୁ ୮୦ ହଜାର ଲୁଟିଲେ ଦୁର୍ବୁତ୍ତ

ଢେଙ୍କାନାଳ : ଦିନ ଦିପହରେ ବନ୍ଧୁକ ଓ ଖଣ୍ଡା ଦେଖାଇ ଜନସେବା କେନ୍ଦ୍ର ଏଜେଣ୍ଟଙ୍କ ଠାରୁ ୮୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଧୂବାବାହାଳୀ -ଶ୍ରୀମୁଳା ପୂର୍ତ୍ତ ବିଭାଗ ରାସ୍ତାରେ ଜନ ସେବା କେନ୍ଦ୍ର ଏଜେଣ୍ଟ ଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ…
Read More...