ଝୁମ୍ପୁରା ବ୍ଲକ ଅନ୍ତର୍ଗତ ତେଲି ଅର୍ଶଳା ନିକଟ ଅରଡେଇ ନଦୀ ରେ ଗାଧୋଉଥିବା ବେଳେ ତିନି ପିଲା ନିଖୋଜ, ଗୋଟିଏ ପିଲାର ଶବ ଉଦ୍ଧାର ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥା ରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ହୋଇ ଥିବାବେଳେ ଅନ୍ୟ ଯଣେ ନିଖୋଜ ଅଛି। ଅଗ୍ନିଶମ ବାହିନୀ ଦ୍ୱାରା ଯୁଦ୍ଧକାଳିନ ଭିତ୍ତିରେ ଅନ୍ୟ ପିଲାଙ୍କୁ ଖୋଜା ଜାରି ଅଛି। ସୂଚନା ଅନୁଶାରେ ଅର୍ଶଳା ଗ୍ରାମର ମହାମ୍ମଦ ମହିବୁର ରହମନ ଙ୍କ ପୁଅ ଗାଧେଇବା ବେଳେ ଅରଡେଇ ନଦୀ ବୁଡି ଯାଇଥିଲେ ସାନ ପୁଅ ସାଦ ଆନସାରୀ ମୃତ ଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ବଡ ପୁଅ ଅହମଦ ର ପତ୍ତା ମିଳୁନାହିଁ. ଦମକଳବାହନୀ ଏବଂ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଛନ୍ତି. ଝୁମ୍ପୁରା ପୁଲିସ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଛି।