ଖୁବଶୀଘ୍ର ଓଡ଼ିଶା ଆସିବେ ନିତିନ ନବୀନ: ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ଵର: ଖୁବଶୀଘ୍ର ଓଡ଼ିଶା ଆସିବେ ନିତିନ ନବୀନ । ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନ ଓଡ଼ିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନିଗମ ବୋର୍ଡ ନେଇ ଆଲୋଚନା ହୋଇଛି, ଖୁବଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ଶ୍ରୀ ସାମଲ୍ । ତେବେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଗତ ଡିସେମ୍ବରରେ ଦାୟିତ୍ଵ ଗ୍ରହଣ କରିଥିଲେ ବିହାର ମନ୍ତ୍ରୀ ନିତିନ ନବୀନ।