Browsing Tag

Nitin Naveen

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ନୀତିନ ନବିନ

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ନୀତିନ ନବିନ । ବିଜେପିର ନବନିଯୁକ୍ତ ରାଷ୍ଟ୍ରୀୟ ସଭାପତି ନୀତିନ ନବିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ । ଦଳର…
Read More...

ବିହାର ବିଧାନସଭାର ସଦସ୍ୟତାରୁ ଇସ୍ତଫା ଦେଇପାରନ୍ତି ନୀତିନ ନବୀନ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିହାର ବିଧାନସଭାର ସଦସ୍ୟତାରୁ ଇସ୍ତଫା ଦେଇପାରନ୍ତି। ସେ ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନିୟମ ଅନୁଯାୟୀ, ରାଜ୍ୟସଭା ସଦସ୍ୟତା ବଜାୟ ରଖିବା ପାଇଁ ତାଙ୍କୁ ୧୪ ଦିନ ମଧ୍ୟରେ ବିଧାନସଭାରୁ ଇସ୍ତଫା ଦେବାକୁ ପଡିବ।…
Read More...

ଖୁବଶୀଘ୍ର ଓଡ଼ିଶା ଆସିବେ ନିତିନ ନବୀନ: ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ଵର: ଖୁବଶୀଘ୍ର ଓଡ଼ିଶା ଆସିବେ ନିତିନ ନବୀନ । ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନ ଓଡ଼ିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନିଗମ ବୋର୍ଡ ନେଇ ଆଲୋଚନା ହୋଇଛି, ଖୁବଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ଶ୍ରୀ ସାମଲ୍ । ତେବେ ବିଜେପିର…
Read More...