ବ୍ୟୁରୋ : ପଞ୍ଜାବର ଝିଅ ହର୍ନାଜ ସନ୍ଧୁ ସଦ୍ୟତମ ମିସ ୟୁନିଭସ ହୋଇ ବେଶ ଚର୍ଚ୍ଚା ସାଉଣ୍ଟି ଥିଲେ । କିନ୍ତୁ କିଛି ଦିନ ହେବ ତାଙ୍କୁ ବଢି ଥିବା ଓଜନ ପାଇଁ ସୋସିଆଲ ମିଡିଆରେ ବେଶ ଟ୍ରୋଲ କରାଯାଉଥିଲା । ବର୍ତ୍ତମାନ ସେ କିଛି ଏପରି ଲୁକରେ ନଜର ଆସିଛନ୍ତି ଯେ ଟ୍ରୋଲରଙ୍କ ମୁହଁ ଚୁପ କରି ଦେଇଛନ୍ତି ।

ତାଙ୍କର ଏହି ଲୁକ ଫ୍ୟାନଙ୍କୁ ବେଶ ପସନ୍ଦ ଆସିଛି । ଏବଂ ଲକ୍ଷ ଲକ୍ଷ ଲୋକ ଏହି ଫୋଟ ଗୁଡିକ ଲାଇକ ମଧ୍ୟ କରୁଛନ୍ତି ।ସୂଚନାଯୋଗ୍ୟ ୨୦୨୧ ମସିହାରେ ହର୍ନାଜ ମିସ ୟୁନିଭର୍ସ ଟାଇଟଲ ହାତେଇ ଭାରତକୁ ଗୋରବାନ୍ୱିତ କରିଥିଲେ ।