ଉଦଳା(ଦୀପକ ମିଶ୍ର)- ଆଜି ଆଦିବାସୀ ସମାଜ ପକ୍ଷରୁ ଆଦିବାସୀ ସମ୍ପ୍ରଦାୟର ଶହ ଶହ ଲୋକ ଏକଜୁଟ ହୋଇ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କୁ ତାଙ୍କର ଦାବୀ ଜଣକ୍ଷଇଛନ୍ତି କ୍ଷ ଉଦଳା ବ୍ଲକ ସିରିପୁର ଗ୍ରାମରେ ଥିବା ଆଦିବାସୀ ସମ୍ପ୍ରଦାୟଙ୍କ ଜାହିରକ୍ଷ ପୀଠକୁ ଦୀର୍ଘ ବର୍ଷ ଧରି ପୂଜାର୍ଚ୍ଚନା କରିଆସୁଥିବା ବେଳେ କିଛି ଅଣ ଆଦିବାସୀ ଲୋକ ଜାହିରକ୍ଷ ପୀଠରେ ଭଙ୍ଗା ରୁଜା କରିବକ୍ଷ ସହ ତାଙ୍କର ଠାକୁରଙ୍କୁ ଫିଙ୍ଗି ଦେଇଥିଲେ । ଆଦିବାସୀ ସମ୍ପ୍ରଦାୟର ପର୍ବ ପର୍ବାଣି ସାଙ୍ଗକୁ ଏଠାରେ ବିଭିନ୍ନ ପ୍ରକାର ପର୍ବ ପାଳନ କରାଯାଇଥାଏ କ୍ଷ ଯାହାକୁ ଏବେ କିଛି ଳୋକ ଭାଙ୍ଗି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏଥି ସହିତ ଜାହିରକ୍ଷରେ ଘେରା ବକ୍ଷଡକୁ ମଧ୍ୟ ଉଠାଇ ଫିଙ୍ଗିଦେଇଥିବକ୍ଷ ଆଦିବାସୀ ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି କ୍ଷ ତେବେ ଆଗାମୀ ଦିନରେ ସ୍ଥାନୀୟ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବକ୍ଷ ସହ ଜାହିରକ୍ଷ ଜମିକୁ ସୁରକ୍ଷା ଦେବା ଏବଂ କାର୍ୟ୍ୟାନୁଷ୍ଠାନ ଦାବୀ କରିଛନ୍ତି ଆଦିବାସୀ ସମାଜ କ୍ଷ ତେବେ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ଆଦିବାସୀ ସମାଜ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସମାଜ ସୂଚନା ଦେଇଛି ।