ଗଞ୍ଜାମ(ରଜନୀ କାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ହିଂଜିଳି କାଟୁ ନିର୍ବାଚନ ମଣ୍ଡଳୀ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁଡୁ ଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ହିଂଜିଳି ନିର୍ବାଚନ ମଣ୍ଡଳୀର ପ୍ରତିନିଧି ଶରତ ମହାପାତ୍ର ଉଦଘାଟନ କରିଥିଲେ । ଓଡ଼ିଶା ଯୁବ ଶକ୍ତି ଓ ଯୁବ ପ୍ରତିଭାକୁ ପ୍ରକାଶ କରିଥିଲେ ଏହି କାର୍ଯ୍ୟକ୍ରମରେ କଞ୍ଚୁଡୁ ଗ୍ରାମ ପଞ୍ଚାୟତ ସରପଞ୍ଚ ମଦନ ମୋହନ ସେଠି ହିଂଜିଳି ବ୍ଲକ ଅଧକ୍ଷା ସରସ୍ବତୀ ସେଠି, ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି ,ପ୍ରୀତି ସାହୁ,ଏଲା ସୁଦର୍ଶନ,ଡି ବିଶ୍ୱନାଥ, ଏନ ରଘୁନାଥ, ସୁରେନ୍ଦ୍ର ପ୍ରଧାନ,ମନୋଜ ସାବତ,ରାମାଧୀନ ସଂକୃତିକ ବିଦ୍ୟାଳୟର ଅଧକ୍ଷ ହରି ଦାସ,smc ସଭାପତି ଜୟସନ ମହାନ୍ତି,ହିଂଜିଳି ବ୍ଲକ ଶିକ୍ଷା ଅଧିକାରୀ ଏସ ଗିରିଧର,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଙ୍କଞ୍ଚୁଡୁ ଅଧକ୍ଷ ସୁଜିତ କୁମାର ପାଢୀ,ସାପୁଆପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦୁର୍ଗା ମାଧବ ପଣ୍ଡା,ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଅରୁଣ କୁମାର ସାମନ୍ତ,ସହ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ ଦେଇଥିଲେ । ଶେଷରେ ବିଦ୍ୟାଳୟ କ୍ରୀଡା ଶିକ୍ଷକ ବିଭୁଦି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।