( ମନୋଜ କୁମାର ସାହୁ): ରେଳଷ୍ଟେସନରେ ବେଆଇନ ଗୁଟୁକା ଚାଲାଣବେଳେ ଜିଆରପିଙ୍କ ଦ୍ୱାରା ଜବତ । ଚାଲାଣକାରୀ ପ୍ରମୋଦ ସାହୁଙ୍କୁ ଗରିଫ କରାଯାଇଛି । ଗୁଟୁକାର ପରିମାଣ ପ୍ରାୟ ୧ ଟନ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଜିଆରପି ପୋଲିସ ଶ୍ରୀ କୈଳାସ ଚନ୍ଦ୍ର ବୁରୁଡା ଝାରସୁଗୁଡାରୁ ରାୟଗଡା ସମଲେଶ୍ୱରୀ ଏକ୍ସପ୍ରେସରେ ଏହି ଗୁଟୁକା ଚାଲାଣ ହେଉଥିବା ଜଣାପଡିଛି ।