ଝାରସୁଗୁଡା; ଗ୍ୟାସ୍ ଲିକ୍ ,ଜଣେ ଶ୍ରମିକ ମୃତ, ୫ ଗୁରତର । ଝାରସୁଗୁଡାରେ ଗ୍ୟାସ୍ ଲିକ୍ ,ଜଣେ ଶ୍ରମିକ ମୃତ ,୫ ଜଣ ଅସୁସ୍ଥ । ବୁଢିପଦର ସ୍ଥିତ ଓଡିଶା ମେଟାଲିକ କାରଖାନାରେ ଗ୍ୟାସ ଲିକ୍ । ୫ ଅସୁସ୍ଥଙ୍କୁ ସ୍ଥାନୀୟ ଘରୋଇ ମେଡିକାଲରେ ଭର୍ତ୍ତି ।ମୃତକ ଜଣକ ଠିକା ଶ୍ରମିକ, ଘଟଣାକୁ ନେଇ କାରଖାନାରେ ଉତ୍ତେଜନା ।