Browsing Tag

Jharsuguda

ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା; ୮ ତାରିଖରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ତାପମାତ୍ରା ରେକର୍ଡ ସ୍ତରକୁ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଏଠାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ ହୋଇଛି, ଯାହା ଏକ ନୂଆ ରେକର୍ଡ। ଏହା ସହ ଝାରସୁଗୁଡ଼ା ଦେଶର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ଭାବେ ପରିଣତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ…
Read More...

ଲୁଟ୍ କରୁଛି କଂଗ୍ରେସ, ଝାରସୁଗୁଡା ସମାବେଶରେ ବିରୋଧିକୁ ଧୋଇଲେ ମୋଦି

ଝାରସୁଗୁଡ଼ା: ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଏକ ବିଶାଳ ରାଲି କରିଛନ୍ତି । ଏଥିସହ ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ…
Read More...

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ମୋଦିମୟ ଝାରସୁଗୁଡା

ଝାରସୁଗୁଡା: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶକୁ କରିବେ ସମ୍ବୋଧନ । ୧୭ ଶହ କୋଟିର ରେଳ ପ୍ରକଳ୍ପ ରାଜ୍ୟବାସୀଙ୍କୁ ଭେଟିଦେବେ । ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେପଟେ ଆଜି ଝାରସୁଗୁଡ଼ା…
Read More...

ଆସନ୍ତାକାଲି ଝାରସୁଗୁଡ଼ା ଆସୁଛନ୍ତି ମୋଦି, ଜାରି ହେଲା ଗସ୍ତ କାର୍ଯ୍ୟସୂଚୀ

ଝାରସୁଗୁଡା: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାରସୁଗୁଡ଼ା ଗସ୍ତ । ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…
Read More...

ବିପୁଳ ପରିମାଣର ନିଶା ଦ୍ରବ୍ୟ ସହ ୬ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା:- ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଥିବା ବେଳେ ପୋଲିସ ଏକ ବଡ ଚଢ଼ଉ ଅଭିଯାନ ବଳରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରି ବ୍ରଜରାଜନଗର…
Read More...

ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା

ରିପୋଟର୍ସ ଟୁଡେ;ଦୀପାଳିଙ୍କ ନାଁରେ ଏତଲା । ଖାଲି ପୂର୍ବତନ ବିଧାୟକ ଦୀପାଳି ଦାସଙ୍କ ନାଁରେ ନୁହେଁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା ହୋଇଥିବା ସୂଚନା ମିଳିଛି । ଏହିି ଏତଲା ଦେଇଛନ୍ତି, ସମ୍ବଲପୁର ସ୍ଥିତ ଠେଲକୁଲି ଥାନାରେ ଏନଏଲସି କମ୍ପାନୀ କର୍ତ୍ତୃପକ୍ଷ । ସୂଚାନ…
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ଦାବି ପତ୍ର ଦେଲେ ବିଧାୟକ

ଝାରସୁଗୁଡା : ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗଙ୍କୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବା ନିମନ୍ତେ ଅନୁରୋଧ ପତ୍ର ଦେଇଛନ୍ତି ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ । ଝାରସୁଗୁଡା ଜିଲ୍ଲା ଡାକ୍ତରଖାନା ଓ କୋଲାବିରା, କିର୍ମିରା, ମୁନ୍ଦ୍ରାଯୋର୍ ସ୍ୱାସ୍ଥ୍ୟ…
Read More...

ଝାରସୁଗୁଡାରେ ଗ୍ୟାସ୍ ଲିକ୍ ; ଜଣେ ଶ୍ରମିକ ମୃତ ,୫ ଜଣ ଅସୁସ୍ଥ

ଝାରସୁଗୁଡା; ଗ୍ୟାସ୍ ଲିକ୍ ,ଜଣେ ଶ୍ରମିକ ମୃତ, ୫ ଗୁରତର । ଝାରସୁଗୁଡାରେ ଗ୍ୟାସ୍ ଲିକ୍ ,ଜଣେ ଶ୍ରମିକ ମୃତ ,୫ ଜଣ ଅସୁସ୍ଥ । ବୁଢିପଦର ସ୍ଥିତ ଓଡିଶା ମେଟାଲିକ କାରଖାନାରେ ଗ୍ୟାସ ଲିକ୍ । ୫ ଅସୁସ୍ଥଙ୍କୁ ସ୍ଥାନୀୟ ଘରୋଇ ମେଡିକାଲରେ ଭର୍ତ୍ତି ।ମୃତକ ଜଣକ ଠିକା ଶ୍ରମିକ, ଘଟଣାକୁ ନେଇ…
Read More...

ଝାରସୁଗୁଡା ପିକୋଲ ଜଙ୍ଗଲରେ ବୁଲୁଛି କଳରାପତରିଆ ବାଘ, ଟ୍ରାପ କ୍ୟାମରାରେ କଏଦ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବେଲପାହାଡ଼ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ଏହି ବାଘର ଫଟୋ । କଲରାପତରିଆ ବାଘର ଫୁଟେଜ ଗତ ୧୪ ତାରିଖରେ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌…
Read More...

ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀଙ୍କ ବିମାନ

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀଙ୍କ ବିମାନ । ତେଣୁ ଝାରସୁଗୁଡା ବିମାନ ବନ୍ଦରରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ସୂଚନା ଅନୁଯାୟୀ: ଆଜି ମଧ୍ୟପ୍ରଦେଶ ଓ ଛତିଶଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।…
Read More...