ରେଳଧାରଣାରେ ମୃତଦେହ

ମିଳିଲା୨ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶରୀର

କୋରାପୁଟ ଜିଲ୍ଲା ଜୟପୁର ରେଳପଥର ଜରଟି ରେଳ ଷ୍ଟେସନରେ ୨ଜଣ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବା ଦେଖିବାକୁ ମିଳିଛି ।ତେବେ ଏହା ଦୁର୍ଘଟଣା ,ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ ।ଘଟଣା ସ୍ଥଳରେ ଜିଆର୍ପି ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।