Browsing Tag

KORAPUT

ଧୁମଧାମର ସହ ଚାଲିଛି ଚଇତି ପର୍ବ, ପରମ୍ପରାର ରଙ୍ଗରେ ରଙ୍ଗିନ କୋରାପୁଟ ମାଟି

ଯୁଗ ବଦଳୁଛି, ଡିଜିଟାଲ ଦୁନିଆରେ ଆମେ ଆଗକୁ ବଢ଼ୁଛୁ, କିନ୍ତୁ ଏବେ ମଧ୍ୟ ଜୀବନ୍ତ ଅଛି ଆମ କୋରାପୁଟିଆ ଆଦିବାସୀ ମା ଭଉଣୀମାନଙ୍କ ଅମୂଲ୍ୟ ପରମ୍ପରା,କିଛି ଦିନ ଧରି କୋରାପୁଟ ଜିଲ୍ଲା ଲଷ୍ମୀପୂର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଛି ପାରମ୍ପରିକ ଚଇତି ପର୍ବର ଅନନ୍ୟ ଝଲକ।…
Read More...

ମହାବୀର ଜୟନ୍ତୀ ଅବସରରେ ଜୟପୁର ସହରରେ ବିଶାଳ ଶୋଭାଯାତ୍ରା

ଆଜି ପବିତ୍ର ମହାବୀର ଜୟନ୍ତୀ ଅବସରରେ ଜୟପୁର ସହରରେ ବିଶାଳ ଶୋଭାଯାତ୍ରା ବାହାରି ଉତ୍ସାହ ଓ ଭକ୍ତିଭାବର ସହିତ ପାଳନ କରାଯାଇଛି। ଭଗବାନ ମହାବୀରଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଜୈନ ସମ୍ପ୍ରଦାୟ ସହିତ ସ୍ଥାନୀୟ ଲୋକମାନେ ଏହି ଶୋଭାଯାତ୍ରାରେ ବଡ଼ ସଂଖ୍ୟାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାଟି ସହରର…
Read More...

ବିଏସଏଫ ଓ ସିଆଇଏସଏଫ ତରଫରୁ ଅସ୍ତଶସ୍ତ୍ର ସହ ଡଗ ଶୋ

କୋରାପୁଟ ଜ଼ିଲ୍ଲା ଜୟପୁର ସ୍ଥିତ ରଜା ନଗର ପରିସରରେ ବିଏସଏଫ ଓ ସିଆଇଏସଏଫ ତରଫରୁ 60 ବର୍ଷ ପୂର୍ତ୍ତି ଅବସରରେ ସିଲଭର ଜୁବୁଲି ଉପଲକ୍ଷେ ଅସ୍ତ୍ରଶସ୍ତ୍ର ଓ ଡଗ ଶୋ ପ୍ରଦର୍ଶନୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜୟପୁର ର ରଜା ବିଶ୍ଵଶ୍ୱର ଚନ୍ଦ୍ରଚୂଡ଼ଦେବ, ବିଏସଏଫ ଡିଆଇଜି ସତ୍ୟୱାନ କାଞ୍ଚି…
Read More...

ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଫେରାର ଥିବା ଥାନା ଅଧିକାରୀଙ୍କ ଜୟପୁର କୋର୍ଟରେ ଆତ୍ମସମର୍ପଣ

ଜୟପୁର: ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଫେରାର ଥିବା ଥାନା ଅଧିକାରୀ ଶେଷରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନାର ତତ୍କାଳୀନ ଅଧିକାରୀ ରାଜେଶ ବଳିୟାରସିଂହ ଜୟପୁର ଜିଲ୍ଲା ଜଜ୍ କୋର୍ଟରେ ହାଜିର ହୋଇ ଆତ୍ମସମର୍ପଣ କରିଥିବା ସୂଚନା…
Read More...

ଆସନ୍ତାକାଲି କୋରାପୁଟ୍ ଜିଲ୍ଲାରେ ସମସ୍ତ ସ୍କୁଲ୍ ଛୁଟି ଘୋଷଣା

କୋରାପୁଟ: ଆସନ୍ତାକାଲି କୋରାପୁଟ୍ ଜିଲ୍ଲାରେ ସମସ୍ତ ସ୍କୁଲ୍ ଛୁଟି ଘୋଷଣା । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ । କୋରାପୁଟ ଜିଲ୍ଲାରେ ସମସ୍ତ ସ୍କୁଲ ସହ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର । ସେହିପରି ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମକୁ ସଜାଗ ରହିବା ପାଇଁ…
Read More...

ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟପାଳ ହରିବାବୁ କମ୍ଭମପତି

କୋରାପୁଟ:- ଦୁଇ ଦିନିଆ କୋରାପୁଟ ଗସ୍ତରେ ରାଜ୍ୟପାଳ ହରିବାବୁ କମ୍ଭମପତି । ସୋମବାର ଜୟପୁର ବିମାନ ବନ୍ଦରରେ ରାଜ୍ୟପାଳ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ବିମାନ ବନ୍ଦର ରୁ ସିଧା ସଳଖ କୋରାପୁଟ ସ୍ଥିତ କଫି ବୋର୍ଡ଼ରେ  ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେବେକୁ ପ୍ରସ୍ଥାନ…
Read More...

ଜୀବନକୁ ବାଜି ଲଗାଇ ଭରା ନଇ ପାର ହୋଇ ମଶାଣି ଯିବାକୁ ପଡୁଛି

କୋରାପୁଟ:- ଛାତିଏ ପାଣିରେ ମରଶରୀର ଧରି ନଦୀ ପାର ହେଉଛନ୍ତି ଲୋକେ । କୋକେଇ ଧରି ବାହାରିଛନ୍ତି ସତ କିନ୍ତୁ ବାଟ ଓଗାଳୁଛି ଭରା ନଈ । ଗାଁ ଶେଷ ମୁଣ୍ଡରେ କୋକେଇ ଧରି ବାହାରିଛନ୍ତି ସାହି ଭାଇ । କୋକେଇ ଉପରେ ମରଶରୀର, ଯାହାର ଠିକଣା ମଶାଣୀ । କିନ୍ତୁ ଏଠି ମଶାଣୀ ଯିବାକୁ ରାସ୍ତା ଖୋଜୁଛି…
Read More...

କୋରାପୁଟ ବାହୁଡା ଯାତ୍ରା ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ କୋରାପୁଟ ଗସ୍ତ

କୋରାପୁଟ-: କୋରାପୁଟ ପ୍ରଶାସନ ପକ୍ଷରୁ ଶାବର ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ଆଡ଼ମ୍ବର ସହିତ ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆୟୋଜନ ହେଉ ଥିବା ବେଳେ ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କୋରାପୁଟ ସହର ଓ ଏହାର ଆଖପାଖର ହଜାର ହଜାର ଶ୍ରଦ୍ଧାଳୁ ଭିଡ଼…
Read More...

ରିଲ୍ କରୁ କରୁ ଜଳପ୍ରପାତରେ ଭାସିଗଲେ ୨ ନାବାଳକ

ଜୟପୁର-: ରଜ ପାଳନ କରି ସାଙ୍ଗମାନେ ଖୁସିରେ ଜଳପ୍ରପାତ ନିକଟରେ ରିଲ୍ ସୁଟିଂ କରୁଥିବା ସମୟରେ ଦୁଇ ନାବାଳକ ଜଳସ୍ରୋତରେ ଭାସିଯାଇ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ମାନେ ନବରଙ୍ଗପୁର ଜିଲ୍ଲାର କୋସାଗୁମୁଡା ବ୍ଲକର ବାସିନ୍ଦା। ଖବର ପାଇ କୋଟପାଡ଼ ଅଗ୍ନୀଶମ ବାହିନୀ ଜଳପ୍ରପାତ ନିକଟରେ…
Read More...

୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜାଙ୍କୁ ଧରିଛି ଭିଜିଲାନ୍ସ

କୋରାପୁଟ-: ଭିଜିଲାନ୍ସ ଜାଲରେ ଫଶିଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ମନରେଗା ଅର୍ଥ ରିଲିଜ୍ ପାଇଁ ସରକାରୀ କ୍ଵାର୍ଟର୍ସରେ ଲାଞ୍ଚ ନେଉଥିଲେ ସୁଚିସ୍ମିତା । ଏହି…
Read More...