Browsing Category
ପାଣିପାଗ
ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ
ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । ରାଜ୍ୟରେ କିଛି ସ୍ଥାନରେ ବର୍ଷା ପାଇଁ ହାଇଆଲର୍ଟ । ୨୦ କିମି ବେଗରେ ଉତ୍ତର ଦିଗକୁ ଗତିକରି ଆହୁରି ଘନୀଭୂତ । ଦୀଘା ଠାରୁ ୧୧୦ କମି ପୂର୍ବ ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଉତ୍ତର…
Read More...
Read More...
ସ୍ୱାଭାବିକ ସମୟ ପୂର୍ବରୁ ଓଡିଶା ଛୁଇଁଲା ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର: ଚଳିତ ବର୍ଷ ସଅଳ ଓଡିଶା ଛୁଇଁଲା ମୌସୁମୀ । ଦକ୍ଷିଣ - ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ସମୟ ପୂର୍ବରୁ ଓଡିଶା ଛୁଇଁଛି । ତେବେ ୧୯୯୯ରେ ମେ’ ୨୮ରେ ମୌସୁମୀ ଓଡିଶା ଛୁଇଁଥିଲା । ୨୦୦୯ରେ ମେ’ ୨୫ ତାରିଖରେ ମୌସୁମୀ ଓଡିଶା ଛୁଇଁଥିଲା । ଏଥର ପାଗ ଅନୁକୂଳ ଥିବାରୁ ଶୀଘ୍ର ମୌସୁମୀ…
Read More...
Read More...
ବର୍ଷା ନେଇ ଆଗାମୀ ୫ଦିନ ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ
ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ରାଜ୍ୟରେ ଭୀଷଣ ବର୍ଷା ନେଇ ଆଶଙ୍କା ।ଆଗାମୀ ୫ଦିନ ପାଇଁ ସତର୍କତା ଜାରି କରିଛନ୍ତି ପାଣିପାଗ ବିଭାଗ । ତେବେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଡକୁ ଗତି କରିବା ସହ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ।…
Read More...
Read More...
ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି : ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ…
Read More...
Read More...
ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ : ୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ମୁମ୍ବାଇ ବର୍ଷା
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସଅଳ ମୌସୁମୀ ସହ ଲଗାଣ ବର୍ଷା କାରଣରୁ ଜନଜୀବନ ପ୍ରଭାବିତ ହୋଇଛ । ଚଳିତ ମାସରେ ମୁମ୍ବାଇରେ ଯେଉଁଭଳି ବର୍ଷା ହୋଇଛି ତାହା ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି । ସୋମବାର ସହରର ଅନେକ ଅଞ୍ଚଳ ଜଳମୟ ହୋଇଛି । ଫଳରେ ଦୈନନ୍ଦିନ ଜୀବନଯାତ୍ରାରେ ବାଧା ସୃଷ୍ଟି ହୋଇଛି…
Read More...
Read More...
ଆଗାମୀ ୩ ଦିନ ଭିତରେ ଓଡିଶା ଛୁଇଁପାରେ ମୌସୁମୀ ବାୟୁ
ଭୁବନେଶ୍ୱର: ଚଳତ ବର୍ଷ ସଅଳ ଆସୁଛି ମୌସୁମୀ । ଦକ୍ଷଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗକୁ ଅଗ୍ରସର ହେଉଛି । ତେଣୁ ଆଗାମୀ ୩ ଦିନ ଭିତରେ ଓଡିଶା ଛୁଇଁପାରେ ମୌସୁମୀ ବାୟୁ । ସେପଟେ ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି । ଆଜି ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ…
Read More...
Read More...
ସିମଲା ରାମପୁରରେ ବାଦଲ ଫଟା ବର୍ଷା…
ସିମଲାରେ ବର୍ଷାର ବିତ୍ପାତ । ଗତକାଲି ରାତିରେ ସିମଲା ରାମପୁରରେ ବାଦଲ ଫଟା ବର୍ଷା ହୋଇଥିଲା। ଯେଉଁଥିପାଇଁ ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । କାରଣ ଅତ୍ୟଧିକ ବର୍ଷ ଯୋଗୁଁ ବନ୍ୟା ହୋଇ ଅନେକ ଗାଡି ମଟର ଭାସି ଯାଇଥିଲା । ଲୋକମାନେ ମଧ୍ୟ ପାଣି ଘେରରେ ରହିଥିଲେ । ଘଟଣାସ୍ଥଳରେ ରିଲିଫ୍ ଏବଂ…
Read More...
Read More...
କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁା
ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁା । ସ୍ୱାଭାବିକ ତାରିଖର ୮ ଦିନ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳ ପରେ ଏବେ ଓଡ଼ିଶାରେ ମୌସୁମୀ ସଅଳ ଆସିବା ନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ ଓଡ଼ିଶାରେ ପ୍ରାକ୍ ମୌସୁମୀ ପାଣିପାଗ ସକ୍ରିୟ ରହିଛି । ବିଭିନ୍ନ ଜିଲ୍ଲାରେ…
Read More...
Read More...
ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡି ପକ୍ଷରୁ ସେଭଳି କିଛି ଆକଳନ କରାଯାଇ ନାହିଁ
ବ୍ୟୁରୋ ରିପୋର୍ଟର୍ସ ଟୁଡେ;- ରାଜ୍ୟରେ ଏବେ କିଛି ସ୍ଥାନରେ ଜାରି ରହିଛି ବର୍ଷା । ୨୭ରେ ପଶ୍ଚିମ କେନ୍ଦ୍ରୀୟ ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆକଳନ କରାଯାଇଛି । ଏହି ଲଘୁଚାପ ଦୁଇଦିନରେ ଘନୀଭୂତ ହେବ । ସେପଟେ ଯେଉଁ ଖବର ଆସୁଥିଲା ଓଡିଶାକୁ ଆସୁଛି ବାତ୍ୟା ।…
Read More...
Read More...
୨୪ ଘଣ୍ଟା ଭିତରେ କେରଳ ଛୁଇଁବ ମୌସୁମୀ ବାୟୁ
ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ୨୪ ଘଣ୍ଟା ଭିତରେ ମୌସୁମୀ ବାୟୁ କେରଳ ଛୁଇଁବ । କେରଳରେ ପ୍ରାକ ମୌସୁମୀ ବର୍ଷା ଲାଗି ରହିଛି । ଏଥର କେରଳ ରେ ସଅଳ ମୌସୁମୀ ଛୁଇଁବ । ସାଧାରଣତଃ ଜୁନ…
Read More...
Read More...