Browsing Category

ବିଶେଷ

ରାସ୍ତାଘାଟ, ଯୋଗାଯୋଗ, ଉଦ୍ଧାର, ସ୍ଥାନାନ୍ତରଣ ଓ ଲୋକଙ୍କ ସୁରକ୍ଷାର ସମୀକ୍ଷା

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜନିତ ପରିସ୍ଥିତିର ସମୀକ୍ଷା ଓ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଧେଶ କ୍ରମେ ଗଜପତି ଜିଲ୍ଲା ଗସ୍ତ କରି ସମୀକ୍ଷା କରୁଛନ୍ତି ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ । …
Read More...

ହଟିଯିବ ୨୮ ଦିନିଆ ଭାଲିଡିଟି

ବଦଳିବ ମୋବାଇଲ ରିଚାର୍ଜ ର  ପ୍ଲାନ ହଟିଯିବ 28 ଦିନିଆ ଭାଲିଡିଟି କେବଳ କଲ ଏବଂ ମେସେଜ  ପାଇଁ ଆସିବ ଶସ୍ତା ପ୍ଲାନ ବଡ ନିଷ୍ପତ୍ତି, ଗ୍ରାହକଙ୍କୁ ମିଳିବ ଫାଇଦା ଆଜିକାଲି ବଞ୍ଚିବା ପାଇଁ ଖାଦ୍ୟ ପାନୀୟ ଯେତିକି ଆବଶ୍ୟକ ମୋବାଇଲ ମଧ୍ୟ ସେତିକି ଜରୁରୀ । ବିନା ମୋବାଇଲ ଏବଂ ବିନା…
Read More...

‘ବନ୍ଦେ ମାତରମ୍’ର ୬ ଅନ୍ତରାକୁ ନେଇ ସୁପ୍ରିମକୋର୍ଟରେ ମାମଲା

ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ସମ୍ପୂର୍ଣ୍ଣ ୬ଟି ଅନ୍ତରା ଗାଇବାକୁ ନେଇ ଉଠିଥିବା ଆଇନଗତ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। କର୍ଣ୍ଣାଟକ ସଙ୍ଗୀତଜ୍ଞ ତଥା ମ୍ୟାଗସେସେ ପୁରସ୍କାର ବିଜେତା ଟି.ଏମ୍. କ୍ରିଷ୍ଣାଙ୍କ ଆବେଦନ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ପକ୍ଷ…
Read More...

ସ୍କ୍ରବ୍ ଟାଇଫସ୍ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୩

ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ବଢ଼ୁଛି ଚିନ୍ତା। ଗାଁକୁ ଗାଁ ଏହି ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ଚିନ୍ତା ବଢ଼ାଇଛି। ମୃତ ମହିଳା ହେଲେ ରଜଡଙ୍ଗ ଗାଁର ଉଷା ନାଏକ। ତାଙ୍କ ମୃତ୍ୟୁକୁ ମିଶାଇ ପାଳଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍‌ରେ…
Read More...

୮ମ ବେତନ କମିଶନରେ ବଡ଼ ଦାବି, ବଢ଼ିପାରେ କେନ୍ଦ୍ର କର୍ମଚାରୀଙ୍କ ବାର୍ଷିକ ଇନ୍କ୍ରିମେଣ୍ଟ

ଚେନ୍ନାଇରେ ଆରମ୍ଭ ହୋଇଛି ୮ମ ବେତନ କମିଶନର ଦୁଇଦିନିଆ ପରାମର୍ଶ ବୈଠକ। ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ଏହି ବୈଠକରେ ତାମିଲନାଡୁର କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ସଂଗଠନ ସମେତ ବିଭିନ୍ନ ହିତଧାରୀ ଯୋଗଦେଇଛନ୍ତି। ବେତନ, ପେନ୍‌ସନ, କର୍ମଚାରୀଙ୍କ କାର୍ଯ୍ୟ ପରିବେଶ ଓ…
Read More...

ପୂର୍ବତନ ଅଗ୍ନିବୀରଙ୍କୁ ବଡ଼ ଉପହାର, ମାଗଣାରେ ମିଳିବ ଉଚ୍ଚଶିକ୍ଷା

ପୂର୍ବତନ ଅଗ୍ନିବୀରମାନଙ୍କୁ ଉଚ୍ଚଶିକ୍ଷା ଓ ଉତ୍ତମ ରୋଜଗାର ସୁଯୋଗ ଯୋଗାଇବା ଦିଗରେ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ସେନାରେ ୪ ବର୍ଷର ସେବା ପୂରଣ କରିଥିବା ପୂର୍ବତନ ଅଗ୍ନିବୀରମାନଙ୍କର ସମ୍ପୂର୍ଣ୍ଣ ଟ୍ୟୁସନ୍ ଫି’ ଛାଡ଼ କରାଯିବ।…
Read More...

ହୋଟେଲ ରେ ଲାଗିଲା ନିଆଁ ; ୭ଜଣଙ୍କ ଅକାଳ ବିୟୋଗ

ଆଜି ଭୋର ପ୍ରାୟ ୪ଟା ସମୟରେ ହୋଟେଲରେ ଅଗ୍ନିକାଣ୍ଡ ହୋଇଥିଲା। ଅଗ୍ନିକାଣ୍ଡ ସମୟରେ ଅଧିକାଂଶ ଲୋକେ ଗଭୀର ନିଦ୍ରାରେ ଥିବାରୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ଫଳରେ ଅଘଟଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ଏହି ଘଟଣାଟି…
Read More...

ତାମିଲନାଡୁର ଅଧିକାର ପାଇଁ ବିଜୟଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡୁରେ ଟିଭିକେ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ କେନ୍ଦ୍ର ସରକାରଙ୍କୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଫୋର୍ଟ ସେଣ୍ଟ ଜର୍ଜରେ ପତାକା ଉତ୍ତୋଳନ ପରେ ନିଜ ପ୍ରଥମ ଭାଷଣରେ ସେ କହିଛନ୍ତି, ପ୍ରଶାସନିକ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ…
Read More...

ବନ୍ୟା ସମ୍ପର୍କରେ ସୂଚନା ଦେଲେ ଏସଆରସି ରାଜେଶ ପାଟିଲ

ଯାଜପୁର ଭଦ୍ରକ ବାଲେଶ୍ଵର ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ସ୍ରୁଷ୍ଟି ହୋଇଛି। ଓଡ୍ରାଫ୍ NDRF ଟିମ ମୁତୟନ ଅଛନ୍ତି । ବୈତରଣୀରେ ବନ୍ୟା ଜଳ ବଢ଼ିଛି । ସିନିୟର ଅଫିସର ନିୟୋଜିତ ଅଛନ୍ତି। ବୁଢାବଳଙ୍ଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆବଶ୍ୟକ ପଡିଲେ ଲୋକଙ୍କୁ ଉଦ୍ଧାର କରାଯିବ ।…
Read More...

ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଚାଲିଛି ସଂଘର୍ଷ କିଛି ମାସରେ ଗଲା ୫୦ ଜୀବନ

ସାରା ଭାରତର ସର୍ବାଧିକ ବାଘ ଓ କଲରାପତରିଆ ମଧ୍ୟପ୍ରଦେଶରେ ବାସ କରନ୍ତି । ଅନେକ ପ୍ରସିଦ୍ଧ ଜଙ୍ଗଲ ମଧ୍ୟ ଏହି ରାଜ୍ୟରେ ରହିଛି । ଏହି ବନ୍ୟଜନ୍ତୁ ସଂରକ୍ଷଣର ସଫଳତା କାହାଣୀ ପଛରେ ଏକ ଚିନ୍ତାଜନକ ସଙ୍କଟ ମଧ୍ୟ ଆରମ୍ଭ ହୋଇଛି । ସେଠାରେ ବନ୍ୟଜନ୍ତୁ ସଂଖ୍ୟା ଏକ ଗର୍ବର କଥା । ହେଲେ ଚଳିତ ବର୍ଷ…
Read More...