Browsing Category
ଦୁର୍ଘଟଣା
ଟ୍ରେନ୍ ଲାଇନ୍ରେ କଟି ଯୁବକ ମୃତ, ପ୍ରତିଶ୍ରୁତି ଦେଲେ ବିଧାୟକ
ଟ୍ରେନ୍ ଲାଇନ୍ରେ କଟି ଯୁବକ ମୃତ । ତାଳଚେର ହାଟତୋଟା ପଟୁ ରେମୂଆଁ ଆଡ଼କୁ ଯାଇଥିବା ଏନଟିପିସି ରେଳ ଧାରଣା କଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବାରୁ ଅଞ୍ଚଳରେ ଚଞ୍ଚଳ୍ୟ ସୃଷ୍ଟି ହୋଇଛି। ଟ୍ରେନ୍ ଲାଇନ୍ରେ କଟି ଯୁବକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।ମୃତକ ହେଲେ କାମାକ୍ଷାନଗର…
Read More...
Read More...
ହଠାତ୍ ଏମିତି କ’ଣ ଘଟିଥିଲା ବିବାହ ରାତିରେ, କାହିଁକି ଜୀବନ ହାରିଲେ ବର
ଫରିଦାବାଦ ସଂଲଗ୍ନ ହରିୟାଣାର ପଲୱାଲ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିବାହ ରାତିର ପରଦିନ ହୋଡାଲ ରେଳ ଷ୍ଟେସନ ନିକଟରେ ଜଣେ ନବବିବାହିତ ବର ଟ୍ରେନ ଆଗକୁ ଡେଇଁ ଜୀବନ ଶେଷ କରିଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ବିବାହ…
Read More...
Read More...
ଓଲଟିଲା ବରଯାତ୍ରୀ ଗାଡି, ୧୫ ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର
ଓଲଟିଲା ବରଯାତ୍ରୀ ଗାଡି, ୧୫ ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବନ୍ଦାଣିଆ ଗାଁ ନିକଟରେ ପିକ ଗାଡି ଓଲଟିବାରୁ ୧୫ରୁ ଉର୍ଦ୍ଧ୍ଵ ବର ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯାତ୍ରୀ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ…
Read More...
Read More...
ଫିଲ୍ମ ଷ୍ଟାଇଲରେ ହସ୍ପିଟାଲରେ ହେଲା ବାହାଘର…
ସାମ୍ନାକୁ ଆସିଛି ବିଭା ଫିଲ୍ମର ବାସ୍ତବ ଚିତ୍ର । ଦୁର୍ଘଟଣା ଅଟକାଇ ପାରିଲାନି ବାହାଘର । ଫିଲ୍ମ ଷ୍ଟାଇଲରେ ହସ୍ପିଟାଲ ଓଉଟରେ ହେଲା ବାହାଘର । ବିଭା ଫିଲ୍ମର କାହାଣୀ ଭଳି ବାହାଘର ପାଇଁ ସବୁ ପ୍ରକି୍ରୟା ସରଥିଲା । ସାଜସଜା ଠାରୁ ଆରମ୍ଭ କରି ମଣ୍ଡପ ବୁକିଂ ବି ସରିଥିଲା । ଭୋଜି ଭାତର ବି…
Read More...
Read More...
ଚିକାଗୋରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଆମେରିକାର ଚିକାଗୋ ଠାରେ, ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଯାଇଛି ଜଣେ ୨୫ ବର୍ଷୀୟା, ଭାରତୀୟ ଛାତ୍ରୀଙ୍କ ଜୀବନ । ତେବେ ଛାତ୍ରୀଙ୍କ ନାମ, ନଭ୍ୟା ଗାଡୁସୁ ବୋଲି ଜଣାପଡିଛି । ଏହାସହ ଏହି ଦୁର୍ଘଟଣାରେ ଅନ୍ୟ ଛଅ ଜଣ ମଧ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶନିବାର ରାତି…
Read More...
Read More...
ଛିଡା ହୋଇଥିବା ଟ୍ରେନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଛିଡା ହୋଇଥିବା ଟ୍ରେନରେ ଲାଗିଲା ନିଆଁ । ବିହାରର ସାସାରାମରେ ପ୍ଲାଟଫର୍ମରେ ଛିଡା ହୋଇଥିବା ଏକ ଟ୍ରେନରେ ନିଆଁ ଲାଗିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ସୋମବାର ସକାଳେ ପ୍ଲାଟଫର୍ମରେ ଛିଡା ହୋଇଥିବା ଭାବୁଆ-ସାସାରାମ-ପାଟନା ଇଣ୍ଟରସିଟି ଏକ୍ସପ୍ରେସର ଏକ ସାଧାରଣ ବଗିରୁ ଧୂଆଁ…
Read More...
Read More...
ଆମେରିକାର ଫାଇଟର ଜେଟ୍ ଦୁର୍ଘଟଣା, ଭିଡିଓ ଭାଇରାଲ
ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଧକ୍କା । ଆମେରିକାର ମାଉଣ୍ଟେନ୍ ହୋମ୍ ବାୟୁସେନା ଘାଟିରେ ଆୟୋଜିତ ଏକ ଏୟାର ଶୋ' ସମୟରେ ବଡ଼ ଦୁର୍ଘଟଣା ଘଟିଛି । ଦୁଇଟି ଆମେରିକୀୟ EA-18G ଲଢ଼ୁଆ ବିମାନ ବିମାନ ମଝି ଆକାଶରେ ପରସ୍ପରକୁ ଧକ୍କା ଦେଇଥିଲେ । ଫଳରେ ବମାନରେ ନିଆଁ ଲାଗିଯାଇ ଖଣ୍ଡ ବିଖଣ୍ଡିତ ହୋଇ…
Read More...
Read More...
ଖଣ୍ଡିତର ବ୍ରିଜରୁ ୨୦ ଫୁଟ ତଳକୁ ଖସିଲା କାର
ଖଣ୍ଡିତର ବ୍ରିଜରୁ ୨୦ ଫୁଟ ତଳକୁ ଖସିଲା କାର । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଖଣ୍ଡିତର ବ୍ରିଜ ନିକଟରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଘସିପୁରା ଅଭିମୁଖେ ଯାଉଥିବା ଏକ କାର ହଠାତ ଭାରସାମ୍ୟ ହରାଇ ବ୍ରିଜ ଉପରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଛି। ଏହି…
Read More...
Read More...
ଉତ୍ତର ପ୍ରଦେଶରେ ପ୍ରବଳ ପବନ ତାଣ୍ଡବ ରଚିଛି, ଝଡ଼ରେ ୮୯ ଜଣଙ୍କର ମୃତ୍ୟୁ…
ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଉତ୍ତର ପ୍ରଦେଶରେ ଘଟିଥିବା ଏକ ଭୟଙ୍କର ଝଡ଼ ତାଣ୍ଡବ ସୃଷ୍ଟି କରିଛି। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି, ଯେତେବେଳେ ଅନ୍ୟ ମାଟି ଘରଗୁଡ଼ିକ ଭୁଶୁଡ଼ି ପଡ଼ିଛି। ଘର କାନ୍ଥ ଭୁଶୁଡ଼ି ପଡ଼ିବାର ଅନେକ ଘଟଣା ମଧ୍ୟ ଘଟିଛି, ଯାହା ଫଳରେ ଅନେକ ଲୋକ…
Read More...
Read More...
ବିଜୟ ଏବଂ ତ୍ରିଶାଙ୍କ ଡେଟିଂ ଖବର ଉପରେ ରାଖୀ ସାୱନ୍ତଙ୍କ ପ୍ରତିକ୍ରିୟା
ଅଭିନେତାରୁ ରାଜନେତା ହୋଇଥିବା ଥାଲାପତି ବିଜୟ ବର୍ତ୍ତମାନ ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ବିଜୟର ଉତ୍ସବ ପାଳନ କରୁଛନ୍ତି। ରାଜନୀତି ବ୍ୟତୀତ, ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଶିରୋନାମା ପ୍ରସ୍ତୁତ କରିଛନ୍ତି। ବହୁତ ସମୟ ଧରି ତାଙ୍କ ନାମ ଦକ୍ଷିଣ ଅଭିନେତ୍ରୀ ତ୍ରିଶା…
Read More...
Read More...