ସ୍ୱାଧୀନତା ଦିବସରେ ୧୦୫୭ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ସମ୍ମାନ

ସ୍ୱାଧୀନତା ଦିବସ ଅବସରରେ ଦେଶର ୧୦୫୭ ଜଣ ପୋଲିସ, ଅଗ୍ନିଶମ ସେବା, ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସ ଏବଂ କାରାଗାର ସେବାର କର୍ମଚାରୀଙ୍କୁ ଗ୍ୟାଲେଣ୍ଟ୍ରି ଓ ସର୍ଭିସ୍ ମେଡାଲ୍‌ରେ ସମ୍ମାନିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ଘୋଷଣା କରାଯାଇଛି। ମୋଟ ୩୦୧ଟି…
Read More...

ସ୍ୱାଧୀନତା ଦିବସ: ତ୍ରିରଙ୍ଗାର ଛାୟାରେ ଦେଶ ପାଳୁଛି ସ୍ୱାଧୀନତାର ଉତ୍ସବ

ଭୁବନେଶ୍ୱର, ଅଗଷ୍ଟ ୧୫: ଆଜି ସାରା ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ଦେଶର କୋଣ ଅନୁକୋଣରେ ଉତ୍ସାହ ଓ ଦେଶଭକ୍ତିର ପରିବେଶ ଦେଖିବାକୁ ମିଳୁଛି। ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ସ୍ୱାଧୀନତା ଦିବସର ବିଶେଷ କାର୍ଯ୍ୟକ୍ରମ। ୧୯୪୭…
Read More...

୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଦେଶ ଆସନ୍ତା ୧୫ ଅଗଷ୍ଟରେ ୮୦ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହ ପାଇଁ ସମ୍ପୂର୍ଣ୍ଣ…
Read More...

ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲେ ତଞ୍ଜିଦ୍ ହସନ୍‌, ପ୍ରଥମ ବାଂଲାଦେଶୀ ଭାବେ ଟେଷ୍ଟ ଶତକ

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଇତିହାସ ରଚିଛନ୍ତି ବାଂଲାଦେଶର ଓପନର୍‌ ତଞ୍ଜିଦ୍ ହସନ୍‌ ତମିମ୍‌। ଡାରୱିନ୍‌ର ମରାରା କ୍ରିକେଟ୍‌ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ସେ ଶାନ୍ଦାର ଶତକ ହାସଲ କରିଛନ୍ତି। ଏହା ସହିତ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଶତକ ହାସଲ କରିବାରେ ସେ…
Read More...

ନକ୍ସଲମୁକ୍ତ ଓଡ଼ିଶା ପରେ ଏବେ ଲକ୍ଷ୍ୟ ବିକାଶ ଓ ଶାନ୍ତି

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘଦିନ ଧରି ରହିଥିବା ନକ୍ସଲ ସମସ୍ୟା ବିରୋଧରେ ଚାଲିଥିବା ଲଢ଼େଇ ଏବେ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ୩୧ ମାର୍ଚ୍ଚ ୨୦୨୬ରେ ଓଡ଼ିଶା ନକ୍ସଲ ପ୍ରଭାବରୁ ମୁକ୍ତ ହେବା ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ତେବେ କେବଳ ନକ୍ସଲ ପ୍ରଭାବ ଶେଷ ହୋଇଗଲେ ଏହି ଲଢ଼େଇ…
Read More...

ରାଇସୁଆଁ ଏୟାରଷ୍ଟ୍ରିପ୍‌ର ହେବ ଉନ୍ନତିକରଣ, ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା

କେନ୍ଦୁଝରବାସୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଖୁବଶୀଘ୍ର ରାଇସୁଆଁ ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ ଓ ସମ୍ପ୍ରସାରଣ କରାଯିବ। ଏହାକୁ ଆଗାମୀ ଦିନରେ B-2 ଶ୍ରେଣୀରେ ସାମିଲ କରିବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ଗୋପୀନାଥପୁର ପଞ୍ଚାୟତର ଦୁଇଟି ଗାଁରୁ…
Read More...

ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ରାଜ୍ୟରେ ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷ ରୋକିବାକୁ ସରକାର ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଏନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.…
Read More...

ଦୁର୍ନୀତି ମାମଲାରେ ରାଜଗାଙ୍ଗପୁର ପୌରପାଳିକା ଇଓଙ୍କୁ ୩ ବର୍ଷ ଜେଲ

ଏକ ଦୁର୍ନୀତି ମାମଲାରେ ବରଗଡ଼ର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟ ରାଜଗାଙ୍ଗପୁର ପୌରପାଳିକାର ବର୍ତ୍ତମାନର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲା…
Read More...

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ପୁଲିସ ହାତରେ ଦୁଇ ମାଫିଆ

ଗଞ୍ଜେଇ ଚୋରାଚାଲାଣ ପାଇଁ ମାଫିଆମାନେ ଏବେ ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏଥର ଆମ୍ବୁଲାନ୍ସକୁ ଚୋରାଚାଲାଣର ମାଧ୍ୟମ କରିଥିବା ବେଳେ କାଲିମେଳା ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ। ମାଲକାନଗିରିରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ସମୟରେ ପୁଲିସ ଏହି…
Read More...

ବଙ୍ଗୋପସାଗରରେ ପୁଣି ଲଘୁଚାପ, ୧୯ରୁ ବଦଳିବ ପାଗ

ରାଜ୍ୟକୁ ପୁଣି ଥରେ ଲଘୁଚାପର ପ୍ରଭାବ ଆସିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିସ୍ତାରିତ ପରିସର ଆକଳନ ଅନୁଯାୟୀ, ଅଗଷ୍ଟ ୧୪ରୁ ୨୦ ତାରିଖ ମଧ୍ୟରେ ଏକ ନୂଆ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଥମ ସପ୍ତାହର ଶେଷ ଭାଗରେ,…
Read More...