ଜଗତସିଂହପୁରରେ ହେଲମେଟ୍ ବାଣ୍ଟିଲା ପୋଲିସ
ସଡ଼କ ଦୁର୍ଘଟଣା ରୋକିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଜଗତସିଂହପୁର ପୋଲିସ ପକ୍ଷରୁ ଗୁରୁବାର ଦିନ ଅପରାହ୍ନ ୧ଟା ସମୟରେ ଜଗତସିଂହପୁର ଥାନା ସମ୍ମୁଖରେ ଏକ ସଡ଼କ ସୁରକ୍ଷା ସଚେତନତା ଓ ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।…
Read More...
Read More...