୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରେଭେନ୍ୟୁ ଇନ୍ସପେକ୍ଟର

ଜାତି ପ୍ରମାଣପତ୍ର ଜାରି ପାଇଁ ଯାଞ୍ଚ ରିପୋର୍ଟ ଦେବା ବଦଳରେ ୮ ହଜାର ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରେଭେନ୍ୟୁ ଇନ୍ସପେକ୍ଟର। ମାଲକାନଗିରି ତହସିଲ ଅଧୀନ ଝରାପାଲି ସର୍କଲର ରେଭେନ୍ୟୁ ଇନ୍ସପେକ୍ଟର ସୁରଜ ବାଲାଙ୍କୁ ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ସହ ଧରିଛି।…
Read More...

ନିଶାମୁକ୍ତି ପାଇଁ ପୋଲିସର ସାମୂହିକ ଶପଥ

ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାମୁକ୍ତ ସମାଜ ଗଠନ ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ପୋଲିସ ପକ୍ଷରୁ ସାମୂହିକ ନିଶାମୁକ୍ତି ଶପଥ ପାଠ ଅନୁଷ୍ଠିତ ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ସମେତ ରାଜ୍ୟର ୩୫ଟି ପୋଲିସ ଜିଲ୍ଲାର ସମସ୍ତ ଥାନା ଓ…
Read More...

ଦେବଦତ୍ତ ପଡିକଲଙ୍କ ଗର୍ଲଫ୍ରେଣ୍ଡ କିଏ? ଚର୍ଚ୍ଚାରେ ରିୟାଞ୍ଜଳି ନଞ୍ଜପ୍ପା

ଶ୍ରୀଲଙ୍କା ବିପକ୍ଷ ଗଲ୍ ଟେଷ୍ଟରେ ଦମଦାର ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟର ଦେବଦତ୍ତ ପଡିକଲ ଏବେ ଚର୍ଚ୍ଚାରେ। ପ୍ରଥମ ଇନିଂସରେ ସେ ୧୬୭ ରନ୍‌ର ଚମତ୍କାର ଇନିଂସ ଖେଳିଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ୪୪ ରନ୍ କରିଥିଲେ। ତାଙ୍କ ଦମଦାର ବ୍ୟାଟିଂ ପାଇଁ ପ୍ରଶଂସା ମିଳୁଥିବା ବେଳେ ଏବେ…
Read More...

NEET ଆନ୍ଦୋଳନରେ ବଳ ପ୍ରୟୋଗ ମାମଲା: ସୁପ୍ରିମକୋର୍ଟରେ ଦିଲ୍ଲୀ ପୋଲିସର ବଡ଼ ସଫେଇ

NEET ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଅଭିଯୋଗକୁ ନେଇ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ପୋଲିସ ଅତ୍ୟଧିକ ବଳ ପ୍ରୟୋଗ କରିଥିବା ଅଭିଯୋଗ ଉଠିଥିଲା। ଏହି ମାମଲାରେ ସୁପ୍ରିମକୋର୍ଟରେ ଦିଲ୍ଲୀ ପୋଲିସ ନିଜ ପକ୍ଷ ରଖିଛି। ପୋଲିସ ଦାବି କରିଛି ଯେ, ପ୍ରତିବାଦକାରୀଙ୍କ ବିରୋଧରେ…
Read More...

ଫାଓ ଫୁଟବଲ ଲିଗ୍‌ ଚାମ୍ପିଆନ୍ ଓଡ଼ିଶା ପୁଲିସ ଦଳକୁ ଡିଜିପିଙ୍କ ଅଭିନନ୍ଦନ

ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଓ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ ଫାଓ ଫୁଟବଲ ଲିଗ୍‌ରେ ଚାମ୍ପିଆନ୍ ହୋଇ ଓଡ଼ିଶା ପୁଲିସ ପାଇଁ ଗୌରବ ଆଣିଥିବା ଫୁଟବଲ ଦଳ ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜିପି ଶ୍ରୀ ବିନୟତୋଷ ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛି। ଏହି ଅବସରରେ…
Read More...

ବାଂଲାଦେଶଠାରୁ ହାରିବା ପରେ ଅଷ୍ଟ୍ରେଲିଆକୁ ଆଉ ଏକ ବଡ଼ ଝଟକା

ବାଂଲାଦେଶଠାରୁ ଐତିହାସିକ ଭାବେ ୯ ୱିକେଟ୍‌ରେ ପରାଜୟ ପରେ ଅଷ୍ଟ୍ରେଲିଆକୁ ଏବେ ଆଇସିସିର ଆଉ ଏକ ଝଟକା ଲାଗିପାରେ। ଡାରୱିନ୍‌ ଟେଷ୍ଟରେ ସ୍ଲୋ ଓଭର ରେଟ୍‌ ପାଇଁ ଅଷ୍ଟ୍ରେଲିଆ ଉପରେ ଜରିମାନା ସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ (WTC) ପଏଣ୍ଟ କଟିବାର ଆଶଙ୍କା ରହିଛି। ବାଂଲାଦେଶ ବିପକ୍ଷ…
Read More...

ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଲେ ଅନ୍ତରୀଣ ପୋଲିସ ଡିଜି

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭମ୍ପାଟିଙ୍କୁ ଲୋକଭବନରେ ଭେଟିଛନ୍ତି ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ସେ ଓଡ଼ିଶାର ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟପାଳଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ…
Read More...

ସୁଭଦ୍ରା ଟଙ୍କା ନେଇ ବଡ଼ ଅପଡେଟ୍: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

ସୁଭଦ୍ରା ଟଙ୍କା ନେଇ ବଡ଼ ଅପଡେଟ୍ । ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା । ଆସନ୍ତା ଅଗଷ୍ଟ ୨୮ ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ଟଙ୍କା ଆସିବା ନେଇ ବଡ଼ ଅପଡେଟ୍ ଆସିଛି। ରାକ୍ଷୀ ପୂର୍ଣ୍ଣିମା ଦିନ ଯୋଗ୍ୟ ହିତାଧିକାରୀଙ୍କ…
Read More...

ଖୁବଶୀଘ୍ର ଓଡ଼ିଶା ଆସିବେ ଜେ.ପି. ନଡ୍ଡା, ଏମ୍ସରେ କରିବେ ସ୍ୱାସ୍ଥ୍ୟସେବା ସମୀକ୍ଷା

ଖୁବଶୀଘ୍ର ଓଡିଶା ଗସ୍ତରେ ଆସୁଚଛନ୍ତି ଜେପି ନଡ୍ଡା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେ.ପି. ନଡ୍ଡା ଭୁବନେଶ୍ୱର ଗସ୍ତରେ ଆସି ଏମ୍ସରେ ଚାଲିଥିବା ସ୍ୱାସ୍ଥ୍ୟସେବା, ଚିକିତ୍ସା ବ୍ୟବସ୍ଥା ଏବଂ ରୋଗୀମାନଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ସମୀକ୍ଷା କରିବେ । ସେ…
Read More...

୩୦୦ ୟୁନିଟ୍‌ ମାଗଣା ବିଜୁଳି, ସୋଲାର ପ୍ୟାନେଲରେ ମିଳୁଛି ବଡ଼ ସବସିଡି

ଘରର ବିଜୁଳି ବିଲ୍‌କୁ ନେଇ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାରଙ୍କ ପିଏମ୍‌ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା କିମ୍ବା କମ୍‌ ମୂଲ୍ୟରେ ବିଜୁଳି ପାଇବାର ସୁଯୋଗ ରହିଛି। ଏହି ଯୋଜନା…
Read More...