ବଜ୍ରଘାତରେ ମହିଳା ମୃତ , ୩ ଛାତ୍ର ଓ ଜଣେ ଛାତ୍ରୀ ଆହତ
ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ଗ୍ରାମରେ ବଜ୍ରଘାତ ଯୋଗୁଁ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍କୁଲର ୩ ଜଣ ଛାତ୍ର ଓ ଜଣେ ଛାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଧାନ ବିଲରେ ଧାନ ତଳି ରୋପଣ କରୁଥିବା ସମୟରେ ହଠାତ୍ ବଜ୍ରଘାତ ହେବାରୁ ଜଣେ ମହିଳା ଶ୍ରମିକ ଗୁରୁତର ଭାବେ ଆହତ…
Read More...
Read More...