( ମମତା ସାମଲ) : ୧୨ଘଣ୍ଟିଆ ବରପାଲି ବନ୍ଦ । ବରଗଡ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ସ୍ଥାପନ, ବରପାଲିକୁ ସବ୍-ଡିଭିଜନ ମାନ୍ୟତା ଆଦି ଦାବିରେ ଆଜି ଏହି ବନ୍ଦ ଡକରା ଦେଇଛି ବରପାଲି ବଣିକ ସଂଘ । ଏହି ବନ୍ଦ ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି । ସ୍କୁଲ, କଲେଜ ଓ ସରକାରୀ ଅଫିସ ମଧ୍ୟ ବନ୍ଦ ରହିଛି।