ସ୍କାର୍ଫରେ ସମର ଲୁୁ୍କ୍

(ରିପୋଟରର୍ସ ଟୁଡ଼େ): ଖରାଦିନେ ସୂର୍ଯ୍ୟଙ୍କ କିରଣରୁ ରକ୍ଷା କରିବା ସହ ନିଜେ ମଧ୍ୟ ସମର୍ ଲୁକରେ ଷ୍ଟାଇଲିସ ଦେଖାଯିବା ପାଇଁ ଇଚ୍ଚା ପ୍ରକାଶ କରିଥାନ୍ତି । ତେବେ ଉତ୍ତପ୍ତରୁ ରକ୍ଷା ପାଇବା ପାଈଁ ଅଧିକା ଯୁବତୀ ସ୍କାର୍ଫର ବ୍ୟବହାର କରୁଥିବା ଦେଖିବାକୁ ମିଳେ । ଆସନ୍ତୁ ଜାଣିବା ସ୍କାର୍ଫକୁ ନେଇ କିଛି ଟିପ୍ସ ।

୧.ପ୍ରିଣ୍ଟେଡ୍ ଫ୍ଲୋରାଲ୍ ସମର୍ ସ୍କାର୍ଫ: ଫ୍ଲୋରାଲ୍ ଡିଜାଇନ୍ର ଯେକୌଣସି ଆଉଟ୍ଫିଟ୍ ପିନ୍ଧିଲେ ଖରାଦିନେ ନିଜକୁ ଖୁବ୍ ଫ୍ରେଶ୍ ଲାଗିଥାଏ।
୨.ଆନିମଲ ପ୍ରିଣ୍ଟ ସମର୍ ସ୍କାର୍ଫ: ଆନିମଲ ପ୍ରିଣ୍ଟ୍ରଫ୍ୟାଶନ୍ କେବେ ବି ଆଉଟ୍ ଡେଟେଡ୍ ହୁଏ ନାହିଁ। ଏହାର ଯେକୌଣସି ଆଉଟ୍ଫିଟ୍ ପିନ୍ଧିଲେ ମଧ୍ୟ ଲୁକ୍ ସର୍ବଦା ଫ୍ୟାଶନେବଲ୍ ଲାଗିଥାଏ।
୩.ପୋଲ୍କା ଡଟ୍ ସମର୍ ସ୍କାର୍ଫ: ପୋଲ୍କା ଡଟ୍ ପ୍ରିଣ୍ଟ କେବେ ବି ଆଉଟ୍ ଅଫ୍ ଫ୍ୟାଶନ୍ ହୁଏ ନାହିଁ। ଏବେ ଏହି ପ୍ରିଣ୍ଟର ସମର୍ ସ୍କାର୍ଫ ବି ଯୁବତୀମାନଙ୍କର ଖୁବ୍ ପ୍ରିୟ ହେବାରେ ଲାଗିଛି ।
ଖରାଦିନେ ଉତ୍ତପ୍ତ ସୂର୍ୟ୍ୟକିରଣରୁ ତ୍ୱଚାକୁ ରକ୍ଷା କରିବା ସଙ୍ଗେସଙ୍ଗେ ଷ୍ଟାଇଲିଶ୍ ଲୁକ୍ ଦେଇଥାଏ ସମର୍ ସ୍କାର୍ଫ। ଖାସ୍ କରି ଯୁବତୀମାନଙ୍କ ଗହଣରେ ଏହାର ଚାହିଦା ଖୁବ୍ ରହିଥାଏ।