ବିଜେଡିର ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଆଜି ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୯ଟି ଲୋକସଭା ଓ ୩୬ ବିଧାସଭା ଆସନ ପାଇଁ ପ୍ରାର୍ଥିଙ୍କ ନାଁ ଘୋଷଣା କରିଛନ୍ତି ସୁପ୍ରିମୋ ।