ଅମର ପ୍ରିତ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଅମର ପ୍ରିତ୍ ସିଂହ ବାୟୁସେନା ମୁଖ୍ୟ । ଅମର ପ୍ରିତ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ।ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ଅମର ପ୍ରିତ।ସେପ୍ଟମ୍ବର ୩୦ରେ ଦାୟିତ୍ୱ ଗ୍ରହଣ କରିବେ ଅମର ପ୍ରିତ୍।ଭାରତୀୟ ବାୟୁସେନାରେ ୧୯୮୪ ଡିସେମ୍ବର ୨୧ରୁ ଆରମ୍ଭ ହୋଇଥିଲା ଏୟାର ମାର୍ଶାଲ ଅମରପ୍ରୀତ ସିଂଙ୍କ କ୍ଯାରିୟର। ନ୍ଯାସନାଲ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଓ ନ୍ଯାସନାଲ ଡିଫେନ୍ସ କଲେଜରୁ ଶିକ୍ଷାଲାଭ କରିଥିଲେ ଅମରପ୍ରୀତ। ସେ ଫ୍ଲାଇଟ କମାଣ୍ଡର ଓ ମିଗ-୨୭ ସ୍କ୍ବାଡ୍ରନର କମାଣ୍ଡିଂ ଅଫିସର ଥିଲେ।