ଅସୁରକ୍ଷିତ ରାଜଧାନୀ , ‘ଓଲା’ ଡ୍ରାଇଭରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ

ଭୁବନେଶ୍ୱର : ରାଜଧାନୀରେ ଓଲା ଡ୍ରାଇଭରଙ୍କୁ ଅପହରଣ । ପାତ୍ରପଡା କ୍ରିଷ୍ଣା ବିହାର ଅଂଚଳର ଶଙ୍କର୍ଷଣ ଦାସଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଗତ କାଲି ରାତିରେ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ସ୍ତ୍ରୀକୁ ଫୋନ କରି ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ମାଗୁଛନ୍ତି । ଭିଡିଓ କଲ ମାଧ୍ୟମରେ ସ୍ୱାମୀଙ୍କୁ ମାଡ ମାରି ସ୍ତ୍ରୀକୁ ଦେଖାଉଥିବା ଅଭିଯୋଗ ମଧ୍ୟ ହେଉଛି ।ଏ କଥା ସବୁ ସୁଣି ସିନେମା ଭଳି ଲାଗୁଥିଲେ ବି ଏହା ସତ ଘଟଣା ।