ଭୁବନେଶ୍ୱର: ସେଲିବ୍ରେଟ, ଶିଳ୍ପପତି, କ୍ରିକେଟିୟର ଓ ନାମିଦାମୀ ହସ୍ତୀଙ୍କ ନା ରେ ଅନଲାଇନ ଚିଟ ଫଣ୍ଡ ସ୍କାମ ପଛରେ ଚାଞ୍ଚଲ୍ୟ କର ତଥ୍ୟ। ଠକେଇ ଟଙ୍କାକୁ କ୍ରିପଟୋ ଆକାରରେ ହଡପ କରିବା ପଛରେ ଚାଇନା ଲିଙ୍କ।
ଚାଇନାର ସ୍କାମଷ୍ଟାର ଧରା ନ ପଡିବା ପାଇଁ ବ୍ୟବହାର କରୁଛନ୍ତି ଭାରତର ହ୍ୱାଟସ୍ ଆପ ନମ୍ବର। ଟାର୍ଗେଟରେ ଭାରତର କ୍ରିପଟୋ ଟ୍ରେଡର। ଭାରତର ଅର୍ଥନୀତିକୁ ଦୁର୍ବଳ କରିବା ଚାଇନାର ଷଡ଼ଯନ୍ତ୍ର। ଅନଲାଇନ ସ୍କିମ ନାମରେ ଭାରତରୁ ଟଙ୍କା ଲୁଟି ବିଦେଶକୁ ହେଉଛି ଠୁଳ। ଠକେଇ ଟଙ୍କା କେମିତି ହେଉଛି କ୍ରିପଟୋ କରେଂସି କନଭର୍ଟ । ତଦନ୍ତକାରୀ ସଂସ୍ଥାକୁ ଆଶ୍ଚଯ୍ୟ ଚକିତି କରିଛି। ତଦନ୍ତ ବେଳେ ଖିଆ ପାଇଛି କ୍ରାଇମବ୍ରାଞ୍ଚ ରକ୍ଟଙ୍ଗ। ଚାଇନାର ସ୍କାମଷ୍ଟାର ମାନେ ଭାରତରେ ନକଲି କମ୍ପାନୀ ଖୋଲି ଭାରତୀୟ ଲୋକଙ୍କୁ ଡାଇରେକ୍ଟରେ ପଦବୀ ନିଯୁକ୍ତି ଦେଉଛନ୍ତି। ପୋଞ୍ଜି ସ୍କାମ ନାମରେ ଟଙ୍କା କୁ ହଡପ କରି ନକଲି କମ୍ପାନୀ ରେ ଡିପୋଜିଟ କରୁଛନ୍ତି। ପରେ ଭାରତୀୟ କ୍ରିପଟୋ ଟ୍ରେଡରଙ୍କୁ ଅଧିକ ଟଙ୍କାର ଲୋଭ ଦେଖେଇ ତାଙ୍କ ଠାରୁ କ୍ରିପଟୋ କରେନ୍ସି ହାତେଉ ଛନ୍ତି। ହ୍ୱାଟସ୍ ଆପ ନମ୍ବର ଭାରତର ଭାବି ଅଧିକ ଲୋଭରେ ପଡି ଚାଇନାର ସ୍କାମଷ୍ଟାରକୁ ବିକ୍ରି କରନ୍ତି। ତଦନ୍ତ ବେଳେ ଭାରତର ୪ ଜଣ କ୍ରିପଟୋ ଟ୍ରେଡର ଚାଇନାର ସ୍କାମଷ୍ଟାରଙ୍କ ସହ କାରବାର କରିଥିବା ଜଣା ପଡ଼ିଛି। ଏହା ପରେ ପରେ କ୍ରାଇମବ୍ରାଞ୍ଚ eow କ୍ରିପଟୋ ଟ୍ରେଡରଙ୍କ ଲାଇ ଆଡ଼ଭାଇଜରି ଜାରି କରିଛି। ଟ୍ରେଡ଼ିଂ କରୁଥିଲେ ସାଵଧାନ ରହିବାକୁ ପରାମର୍ଶ କରିଛି eow।
ଲୋକଙ୍କୁ ପରାମର୍ଶ:-
୧ ଦୟାକରି ଏହି ବେଆଇନ ରୋଜଗାର କରୁଥିବା ଆପ୍/ ସ୍କିମ୍ ବ୍ୟବହାର କରନ୍ତୁ ନାହିଁ। ଏହି ଆପ୍ ଗୁଡ଼ିକ ନିର୍ମିତ ଏବଂ
ସାଇବର-ଆର୍ଥିକ ସ୍କାମର ଦ୍ୱାରା ପରିଚାଳିତ। ଯଦିଓ ଆପଣଙ୍କୁ ପ୍ରଥମେ କିଛି ଟଙ୍କା ଫେରସ୍ତ ମିଳିଥାଏ
ଶେଷରେ ଆପଣ ମୋଟା ଅଙ୍କର ଅର୍ଥ ହରାଇବେ।
୨. ଦୟାକରି ଆପଣଙ୍କ ବନ୍ଧୁ/ସମ୍ପର୍କୀୟଙ୍କୁ ଲିଙ୍କ୍ଗୁଡ଼ିକୁ ରେଫର୍/ଫରଓ୍ୱାର୍ଡ କରନ୍ତୁ ନାହିଁ। ଆପଣଙ୍କୁ ମିଳିପାରେ..
କିଛି ରେଫରାଲ ବୋନସ କିନ୍ତୁ ଶେଷରେ ଆପଣ ଏବଂ ଆପଣଙ୍କ ବନ୍ଧୁ ଦୁହେଁ ବିପୁଳ ପରିମାଣରେ ହରାଇବେ
ଧନର ପରିମାଣ।
୩. ଏହି ଅର୍ଥ ଅନ୍ୟ ସାଇବର ଅପରାଧ ଓ ଆଣ୍ଟିରେ ବ୍ୟବହାର ହେଉଥିବାର ଯଥେଷ୍ଟ ସମ୍ଭାବନା ରହିଛି
ଜାତୀୟ କାର୍ୟ୍ୟକାରିଣୀ। ଦୟାକରି ଏଭଳି ଆପ୍/ଯୋଜନାରୁ ଦୂରେଇ ରୁହନ୍ତୁ।
୪. କେବେ ବି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନ୍ୟ ଦ୍ୱାରା ବ୍ୟବହାର/ନିୟନ୍ତ୍ରିତ ହେବାକୁ ଦିଅନ୍ତୁ ନାହିଁ।
ସାମାଜିକ ଗଣମାଧ୍ୟମକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପରାମର୍ଶ
୧. ଏଭଳି ବେଆଇନ ରୋଜଗାର କରୁଥିବା ଆପ୍/ଯୋଜନାକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରୋତ୍ସାହିତ କରନ୍ତୁ ନାହିଁ।
ସେଲିବ୍ରିଟିଙ୍କୁ ପରାମର୍ଶ-
୧. ନିଜର ପ୍ରଭାବକୁ ବ୍ୟବହାର କରି ଏଭଳି ଆପ୍/ଯୋଜନାକୁ ପ୍ରୋତ୍ସାହନ ଦେବା ପାଇଁ ସୁପାରିସ କରନ୍ତୁ ନାହିଁ
ଲୋକମାନେ ଏଭଳି ସୋସିଆଲ ମିଡିଆ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଯେଉଁମାନେ ଏହି ବେଆଇନ ଆପ୍ / ପ୍ରଚାର କରନ୍ତି
ସ୍କିମ୍।