ରାଜଧାନୀରେ ପୁଣି ମାତିଲେ ଲୁଟେରା ;ରାତିରେ ନୁହେଁ ଦିନରେ କଲେ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା ।  ରାତିରେ ନୁହେଁ ଦିନରେ କଲେ ଲୁଟ୍ । ନୀଳାଦ୍ରି ବିହାରରୁ କବାଟ ଲକ ଭାଙ୍ଗି ବୁଲାଇଲେ କଳାକାନ ଅଵସର ପ୍ରାପ୍ତ ଡାକ୍ତର ଦମ୍ପତିଙ୍କ ଘରୁ ଲୁଟ୍ ।ପତି ପତ୍ନୀ ଘରେ କେହି ନଥିବେ ବେଳେ ଲୂଟ ଦୁଇଟି ରୁମ ରୁ ୫ ଟି ଆଲମାରୀ ରୁ ଲୂଟ ।ନଗଦ ୧୫ ହଜାର ଟଙ୍କା ଓ ୪ ଭରି ସୁନା ନେଇଗଲେ ।୩ଟି ହାର, ୪ଟି ମୁଦି, ୬ଟି କାନର , ସୁନା ଚୁଡି ଓ ମୋତି । ଚନ୍ଦ୍ରଶେଖର ପୁର ଥାନା ତଦନ୍ତ ।ଘଟଣା ସ୍ଥଳରେ ଭୁବନେଶ୍ୱର ଡିସିପି ।ଫରେନସିକ ଟିମର ଛାନ ଭିନ ।ଆଖ ପାଖ ଲାଗି ଥିବା ସିସିଟିଭି ଯାଞ୍ଚ କଲା ପୋଲିସ ।