ନୂଆଦିଲ୍ଲୀ: ୟୁଟୁବ୍ ବ୍ୟବହାରକାରୀଙ୍କ ପାଇଁ ଦୁଖଃ ଖବର ଆସନ୍ତା ଜୁନ ମାସରେ ଯୁଟୁବର ଲୋକପ୍ରିୟ ଫିଚର ‘ଷ୍ଟୋରୀ ପୋଷ୍ଟ’ ବନ୍ଦ କରିବାକୁ ଯାଉଛି । ୨୯ ଜୁନରେ ଷ୍ଟୋରୀ ପୋଷ୍ଟ ଫିଚର ବନ୍ଦ କରିବାକୁ ୟୁଟୁବ କମ୍ପାନୀ ନିସ୍ପତି ନେଇଛି । ୨୦୧୮ରୁ ୟୁଟ୍ୟୁବ୍ ଏହି ଫିଚରର ଶୁଭାରମ୍ଭ କରାଇଥିଲା। ଏହି ଫିଚର ମଧ୍ୟମରେ ୟୁଜର୍ସ ଶୀଘ୍ର ପୋଷ୍ଟ ତା ସହ ବ୍ଲଗ ସେୟାର କରିପାରୁଥିଲେ । ଏବେ ଏବଂ ସର୍ଟସ୍, କମ୍ୟୁନିଟି ପୋଷ୍ଟ, ଲାଇଭ୍ ଭିଡିଓ ପରି ଫିଚର ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛି।
ଜୁନ୍ ୨୬ ରୁ ୟୁଟ୍ୟୁବରେ ଆଉ ଏହି ଅପସନ୍ ରହିବ ନାହିଁ। ଯେଉଁ ଷ୍ଟୋରୀ ପୂର୍ବରୁ ପୋଷ୍ଟ ହୋଇଛିୁ, ତାହା ଓରିଜନାଲ ସେୟାର ହେବାର ୭ଦିନ ପରେ ଆଉ ଶୋ କରିବ ନାହିଁ ବା ଦେଖାଯିବ ନାହିଁ। ଏହି ସମୟରେ ଗୁଗୁଲ ସ୍ପଷ୍ଟ କରିଛି ଯେ ୟୁଟ୍ୟୁବ ଭିଡିଓ ଆକାଉଣ୍ଟକୁ ହଟାଇବନାହିଁ।