ଇରଫାନ ଖାନଙ୍କ ଶେଷ ଚଳଚ୍ଚିତ୍ର ‘ଦ ସଙ୍ଗ ଅଫ ସ୍କୋରପିୟନ’ ଆଗାମୀ ଏପ୍ରିଲ ୨୮ରେ ଇରଫାନଙ୍କ ତୃତୀୟ ଶ୍ରାଦ୍ଧ ବାର୍ସିକରେ ରଲିଜ ହେବ
ଶେଷଥର ବଡ ପରଦାରେ ଇରଫାନ ଖାନ
ମୁମ୍ବାଇ:ଇରଫାନ ଖାନଙ୍କ ଶେଷ ଚଳଚ୍ଚିତ୍ର ‘ଦ ସଙ୍ଗ ଅଫ ସ୍କୋରପିୟନ’ ଆଗାମୀ ଏପ୍ରିଲ ୨୮ରେ ଇରଫାନଙ୍କ ତୃତୀୟ ଶ୍ରାଦ୍ଧ ବାର୍ସିକରେ ରଲିଜ ହେବ । ଏହାର ଟ୍ରେଲର କାଲି ରିଲିଜ ହୋଇଛି । ଏହି ଫିଲ୍ମରେ ଇରଫାନ ଜଣେ ଓଟ ବ୍ୟବସାୟୀ କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ଜଣେ ଓଟ ବ୍ୟବସାୟୀ ପ୍ରେମରେ ପଡି କିପରି ଷ୍ଟ୍ରଗଲ କରିଛନ୍ତି ତହା ଦେଖିବାକୁ ମିଳିବ ।ଇରଫାନଙ୍କ ସହ ୱହିଦା ରେହେମାନ ଏବଂ ସସାଙ୍କ ଆରେରା ମୁଖ୍ୟ ଭୁମିକାରେ ଅଛନ୍ତି । ଏହି ଫ୍ଲ୍ ନିିର୍ଦେଶକ ହେଉଛନ୍ତ ଅନୁପ ସିଂ ଓ ଏହାର ନିର୍ମାତ ହେଉଛନ୍ତି ଜିଶାନ ଅହମ୍ମଦ
ଜିଶାନ ଅହମ୍ମଦ କହିଛନ୍ତି ମୋ ନା ଏହି ଫିଲ୍ମରେ ଯୋଡି ହୋଇଥିବାରୁ ମୁଁ ବହୁତ ଗର୍ବ ଅନୁଭବ କରୁୂଛି । ବହୁତ ଜଲଦି ଇରଫାନଙ୍କୁ ଆପଣ ମାନେ ଶେଷଥର ବଡ ପରଦାରେ ଦେଥିବେ । ଆପଣ ମାନେ ଇରଫାନଙ୍କ ଅଭିନୟ ଦେଖି ଅଚମ୍ବିତ ହେବେ । ତାଙ୍କର ସବୁ କ୍ୟାରେକ୍ଟର ପରି ଏହାକୁ ମଧ୍ୟ କେବେ ଭୁଲିପାରିବେ ନାହିଁ ।
।‘ଦ ସଙ୍ଗ ଅଫ ସ୍କୋରପିୟନ’ ସୁଇଜରଲ୍ୟାଣ୍ଡଡ ଫଲ୍ମ ଫେଷ୍ଟିଭାଲେରେ ରିଲିଜ ହେଇଛି ।ଏହି ପିଲ୍ମରେ ଖୁବ ପସନ୍ଦ କରିଛନ୍ତି । ଟ୍ରେଲର ଆସିବା ପରେ ତାଙ୍କ ଫ୍ୟାନ ମାନେ ତାଙ୍କୁ ଦେଖି ଖୁବ ଖୁସି ଅଛନ୍ତି । ତାଙ୍କ ଅନ୍ୟ ଚଳଚ୍ଚିତ୍ର କ୍ୟାରେକ୍ଟର କଥା ମନେ ପକାଇଛନ୍ତି । ତାଙ୍କର ଫ୍ୟାନମାନେ ଖୁବ ଏକସାଇଡେଡ ଅଛନ୍ତି ।